Browsing Tag

#odisha

୪୮ ବର୍ଷ ବୟସରେ ପାଦ ଦେଲେ ପଙ୍କଜ ତ୍ରିପାଠୀ

୬ ଥର ଫିଲ୍ମଫେୟାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ଓ ଥରେ ଫିଲ୍ମଫେୟାର ଜିତିଥିବା ପଙ୍କଜ ତ୍ରିପାଠୀଙ୍କୁ ଆଜି ୪୮ ବର୍ଷ ବୟସ ହୋଇଛି। ବିହାରର ଏକ ଛୋଟ ଜିଲ୍ଲାରୁ ଆସି ପଙ୍କଜ ତ୍ରିପାଠୀ ଏକଦା ଏକ ହୋଟେଲରେ କାମ କରୁଥିଲେ। କେବଳ ଏତିକି ନୁହେଁ, ହୋଟେଲରେ କାମ କରିବା ସହିତ ପଙ୍କଜ ତ୍ରିପାଠୀ…

ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ

ଏକ ସଡକ ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୁଶୀର ଖାନଙ୍କ ବେକରେ ଗଭୀର ଆଘାତ ଲାଗିଛି। ଏହି ଦୁର୍ଘଟଣା ଘଟିବା ସମୟରେ ମୁଶୀର ତାଙ୍କ ପିତା ନୌଶାଦ ଖାନଙ୍କ ସହ ଆଜମଗଡରୁ ଲକ୍ଷ୍ନୌକୁ ଯାଉଥିଲେ। ଦୁର୍ଘଟଣାର କାରଣ…

ନର୍ସିଂ ଅଧିକାରୀମାନଙ୍କୁ ଆସିଲା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଡ଼ାକରା

ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି। ନର୍ସିଂ କର୍ମଚାରୀମାନେ…

ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

ଲୋକସେବା ଭବନରେ ଶନିବାର ଆୟୋଜିତ ଜିଲାପାଳ ଏବଂ ଏସ୍‌ପିମାନଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବୋଧନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଗତ ସରକାରରେ ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରି ଦିଆଯାଇଥିଲା। ଆମ ସରକାର ହୋମ୍‌ଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ…

ମୁଖ୍ୟମନ୍ତ୍ରୀଙ୍କ ତାଗିଦ

ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରିଛନ୍ତି। ଉପସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କୁ ସମ୍ବୋଧନ ଜରିଆରେ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି। ସେ କହିଛନ୍ତି, ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।…

ଅଧାରେ ରହିଲା ପୁରୀ ତ୍ରୀର୍ଥଯାତ୍ରା

ଅଧାରୁ ରହିଗଲା ମହାପ୍ରଭୁଙ୍କ ଦର୍ଶନ ଯାତ୍ରା ।  ୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌।୨୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶରୁ ପୁରୀ ଆସୁଥିବା ବେଳେ ଏନଏଚ- ୬୦ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାରୁ ଜଣାପଡିଛି  ଉତ୍ତର…

ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକ ଜିଲ୍ଲାରେ ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା। ସୋଶାଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ…

ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଁଚାଇବା ପାଇଁ ଏବେ ଗୁରୁତ୍ବ ଦିଆଯିବ । ପ୍ରଚାର ପ୍ରସାର ହେଲେ ଯୋଜନା ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରିବେ ।  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓଡ଼ିଶାରେ କାର୍ଯ୍ୟରତ ବିଭିନ୍ନ ବିଭାଗ ଏବଂ…

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

ଭୁବନେଶ୍ବର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା ବେଳେ ଇଣ୍ଡିଆ ବ୍ଲକ ବି ଦାବି କରି ଆସୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ…

ଶିଗେରୁ ଇଶିବା ହେବେ ଜାପାନର ପ୍ରଧାନମନ୍ତ୍ରୀ

ଜାପାନର ଏଲଡିପି ନିର୍ବାଚନରେ ଶିଗେରୁ ଇଶିବା ବିଜୟୀ ହୋଇଛନ୍ତି। ଫଳରେ ଫୁମିଓ କିସିଦାଙ୍କ ସ୍ଥାନରେ ସେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗତ ମାସରେ ଫୁମିଓ କିସିଦା ଇସ୍ତଫା ଦେଇଥିଲେ ।  ଦ୍ବିତୀୟ ରାଉଣ୍ଡ ମତଦାନରେ ଶିଗେରୁ ଇଶିବା କଠୋର ଜାତୀୟତାବାଦୀ ସାନେତକେ…