Browsing Tag

#odisha

ଡିଜି କନଫ୍ରେନ୍ସରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ

ଡିଜି କନଫ୍ରେନ୍ସ ରେ ଯୋଗ ଦେଇ 3 ଦିନ ଓଡିଶାରେ  ରହିବେ ପ୍ରଧାନମନ୍ତ୍ରୀ । 29ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ. 29, 30 ଏବଂ ଡିସେମ୍ବର 1 ରେ ଓଡିଶାରେ ହେବାକୁ ଥିବା ଡିଜି କନଫ୍ରେନ୍ସରେ ଯୋଗ ଦେବେ । ଶେଷ ଯାଏଁ ନିଜେ ପ୍ରଧାନମନ୍ତ୍ରୀ କନଫ୍ରେନ୍ସରେ ଉପସ୍ଥିତି ରହିବେ ପ୍ରଧାନମନ୍ତ୍ରୀ ।…

ଶଙ୍ଖ ଛାଡି ପଦ୍ମ ଧରିଲେ ୪ନେତା

ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ, ବିଜେଡିର ପୂର୍ବତନ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ହିମାଂଶୁ ସାମଲ, ବିଜେଡି ଜିଲା ସମ୍ପାଦକ ଇ. ଭେଙ୍କଟ ରାଓ, ଯୁବ ବିଜେଡି ସମ୍ପାଦକ ପ୍ରଶାନ୍ତ କୁମାର…

ଦୁର୍ଘଟଣାର ଶିକାର ହେଲେ ଖଲ୍ଲିକୋଟ ବିଧାୟକ

ଟାଙ୍ଗୀ ୧୬ ନମ୍ଵର୍ ଜାତୀୟ ରାଜପଥ ବଡ଼ପୋଖରୀଆ ଛକ ନିକଟରେ ଅଟୋ କୁ ପଛରୁ ଧକ୍କାଦେଲା ଖଲ୍ଲିକୋଟ ବିଧାୟକ ଙ୍କ କାର, ଅଟୋରେ ଥିବା ସମସ୍ତ ଯାତ୍ରୀ ଆହତ ଅଳ୍ପକେ ବର୍ତ୍ତିଲେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ରସେଠୀ। ଅଟୋ ରେ ଥିବା ଆହତ ଦୁଇ ଯାତ୍ରୀ ଙ୍କୁ ବଡ଼ପୋଖରୀଆ ଗୋଷ୍ଠୀ ସ୍ୱାସ୍ଥ୍ୟ…

ଅବପାତରେ ପରିଣତ ହେବ ଲଘୁଚାପ, ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷିବ

ସୋମବାର ଅବପାତରେ ପରିଣତ ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷିବ। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ…

ରିଲ୍ସ କରିବା ପଡ଼ିଲା ମହଙ୍ଗା, ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି

ରିଲ୍ସ କରିବା ପଡ଼ିଲା ମହଙ୍ଗା। ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟି। ବିନା ହେଲମେଟରେ ସ୍କୁଟି ଚଢ଼ି ରାଜରାସ୍ତାରେ ରିଲ୍ସ କରୁଥିଲେ। ଗାଡ଼ି ଜବତ ସହ ଜାରିମାନା କଲା ଆରଟିଓ । ଜଣେ ଯୁବତୀ ବିନା ହେଲମେଟରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ରିଲ୍ସ କରୁଥିବା ନେଇ ନାରାୟଣ…

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୬ଜଣିଆ ୩ ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୩ ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ କରୁଛି କ୍ରାଇବ୍ରାଞ୍ଚବ୍ରାଞ୍ଚ । ତଦନ୍ତ ଅଧିକାରୀଙ୍କ ସହ ଆଡିସନାଲ ଏସ୍ପି ଓ DSP ରାଙ୍କର ଦକ୍ଷ ଅଧିକାରୀଙ୍କୁ ନେଇ ଟିମ ଗଠନ କରିଛି…

ହିମାଂଶୁ ସାହୁଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠିତ କରାଯାଇଛି। କ୍ରାଇମବ୍ରାଞ୍ଚ ୩ଟି ଏତଲା ଉପରେ ତଦନ୍ତ କରିବ। ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ…

ଆଜିଠାରୁ ସଂସଦର ଶୀତ ଅଧିବେଶନ

ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଗୃହୀତ ପାଇଁ ତାଲିକାଭୁକ୍ତ ବିଧେୟକ ମଧ୍ୟରୁ ୫ଟି ନୂଆ ବିଧେୟକ…

ବଦଳିଲେ ଯାଜପୁର ଏସଡ଼ିପିଓ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ପୁନଃ ଅବସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଥିବା ବେଳେ ହଠାତ୍‌‌ ଯାଜପୁର ଏସ୍‌‌ଡିପିଓ ସତ୍ୟବ୍ରତ ଲେଙ୍କାଙ୍କୁ କଟକ ମୁଖ୍ୟାଳୟକୁ ବଦଳି କରାଯାଇଛି।…

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ

ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ। ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ବିଧାନସଭା ପରିସରସ୍ଥ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆଜି ପୂର୍ବାହ୍ଣ ସାଢେ଼ ୧୦ରେ ଏହି ବୈଠକ ହେବ।…