ସୋନିଆ ଗାନ୍ଧୀଙ୍କ ସହ ଜଜ୍ ସୋରେସ ଭାରତ ବିରୋଧୀ କାର୍ଯ୍ୟରେ ଲାଗିଛନ୍ତି: ବିଜେପି
ପୁଣି ବିଜେପି ବଡ଼ ଅଭିଯୋଗ ଆଣିଛି । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି କଂଗ୍ରେସ ବିଜେପିକୁ ବଦନାମ କରିବା ପାଇଁ ବାହାର ଶକ୍ତି ସହ ବୁଝାମଣା କରିଛି । ଦେଶରେ କଂଗ୍ରେସ ବିରୋଧୀ ଆସନରେ ରହିବାକୁ ଚାହୁଁନାହିଁ । ସରକାରରେ ଆସିବା ପାଇଁ ବିଭ୍ରାନ୍ତି ସୃଷ୍ଟି କରୁଛି ।
କଂଗ୍ରେସ ନେତ୍ରୀ…