Browsing Tag

#odisha

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ

ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ । ଶନିବାର ବିଳମ୍ବିତ ରାତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଥିବାବେଳେ, ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ବାହାରିଛନ୍ତି । ତେବେ ଆଗକୁ ଉପରାଷ୍ଟ୍ରପତି…

ଜିଏସ୍‌ଟି ହ୍ରାସ ଘୋଷଣା ପରେ ଏକାଧିକ କାର୍‌ ନିର୍ମାତା ଗାଡ଼ି ମୂଲ୍ୟ କମାଇବା ନେଇ ‌ଘୋଷଣା

ଜିଏସ୍‌ଟି ହ୍ରାସ ଘୋଷଣା ପରେ ଏକାଧିକ କାର୍‌ ନିର୍ମାତା ଗାଡ଼ି ମୂଲ୍ୟ କମାଇବା ନେଇ ‌ଘୋଷଣା କରିଛନ୍ତି। ‌ସେମାନଙ୍କ ମଧ୍ୟରେ ଟାଟା, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ରେନୋ, ଟୟୋଟା ଆଦି ରହିଛନ୍ତି। ଟାଟା ମୋଟର୍ସ ଶୁକ୍ରବାର ଏ ନେଇ ଘୋଷଣା କରିଥିଲା। ଗ୍ରାହକଙ୍କୁ ଜିଏସ୍‌ଟି ହ୍ରାସର…

୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର

କେନ୍ଦ୍ର ସରକାର ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ୪୨ଟି ସାଧାରଣ ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରିଛନ୍ତି। ଏଥିରେ ବ୍ରଡ୍-ସ୍ପେକ୍ଟ୍ରମ୍ ଆଣ୍ଟିବାୟୋଟିକ୍ ଏବଂ ଇପ୍କା ଲାବୋରେଟୋରୀ ଅନ୍ତର୍ଭୁକ୍ତ। ଏହି ଔଷଧଗୁଡ଼ିକ ସାଧାରଣତଃ ଅଙ୍ଗ ପ୍ରତିରୋପଣ ପରେ ଅଙ୍ଗ ପ୍ରତ୍ୟାଖ୍ୟାନକୁ ରୋକିବା…

‘ସ୍ପିରିଟ୍‌’ରେ ନୂଆ ଲୁକରେ ନଜର ଆସିବେ ପ୍ରଭାସ

ନୂଆ ଫିଲ୍ମ ପାଇଁ ହେବ ନୂଆ ମେକ୍‌ଓଭର୍‌। ଯଦି ଆମେ ବାହୁବଳୀ ଷ୍ଟାର୍‌ ପ୍ରଭାସଙ୍କ ଗତ କିଛି ବର୍ଷର ଫିଲ୍ମ ଦେଖିବା ତେବେ ପ୍ରତ୍ୟେକ ଫିଲ୍ମରେ ସେ ଭିନ୍ନ ଲୁକ୍‌ରେ ନଜର ଆସୁଥିବା ଦେଖାଯାଇଛି। ପ୍ରତିଥର ଫିଲ୍ମ ସହ ତାଙ୍କର ଲୁକ୍ ମଧ୍ୟ ଚର୍ଚ୍ଚାରେ ରହିଥାଏ। ଅଭିନେତା ନିଜ ଲୁକ୍ ଓ ଅଭିନୟ ସହିତ…

ଆଜି ଭାରତ – ଦକ୍ଷିଣ କାେରିଆ ଫାଇନାଲ

ପୁରୁଷ ଏସିଆ କପ ହକି ପ୍ରତିଯୋଗିତାର ଫାଇନାଲରେ ଭାରତ ପ୍ରବେଶ କରିଛି। ଶନିବାର ଶେଷ ସୁପର-୪ ମ୍ୟାଚରେ ଭାରତ ୭-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତକରି ଅପରାଜିତ ରହି ଫାଇନାଲରେ ପହଞ୍ଚିଛି। ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ଖେଳାଯିବ। ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ଡ୍ର ସହ ୭…

ନଭେମ୍ବର ମାସରେ ଶନି ସିଧା ଚଳନ କରିବେ , ଏହି ରାଶି ହେବେ ଉପକୃତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଶନି ପ୍ରାୟ ୩୦ ବର୍ଷ ପରେ ଗୁରୁଙ୍କ ରାଶି ମୀନ ରାଶିରେ ପ୍ରବେଶ କରିଛନ୍ତି । ୨୦୨୭ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ତାଙ୍କ ଚଳନରେ ଅନେକ ପରିବର୍ତ୍ତନ ହେବ । ଏହାର ପ୍ରଭାବ…

କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ 2024 ର ତୃତୀୟ ପେପର ପରୀକ୍ଷା ଘୁଞ୍ଚିଲା

କମ୍ବାଇଣ୍ଡ ପୋଲିସ ସର୍ଭିସ ଏକ୍ଜାମିନେଶନ(CPSE)୨୦୨୪ର ତୃତୀୟ ପେପର ପରୀକ୍ଷା ଘୁଞ୍ଚିଲା। ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଛି। ତୃତୀୟ ପେପର ଫିଜିକ୍ସ, କେମିଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ ।ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ହେବ। ପୂଜା…

ନିର୍ମିତ ରୋପୱେ ଭାଙ୍ଗି 6 ମୃତ

ଗୁଜରାଟର ପଞ୍ଚମହଲ ଜିଲ୍ଲାର ପାୱାଗଡ ପାହାଡ଼ରେ ଥିବା ମନ୍ଦିରରେ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମିତ ରୋପୱେ ଭାଙ୍ଗିଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର

ଓଡ଼ିଆ ଚଳଚ୍ଚିତ୍ରଜଗତର ଜଣାଶୁଣା ନିର୍ଦ୍ଦେଶକ ଗୋପାଳ ଯୋଗେଶଙ୍କର ପରଲୋକ ଘଟିଛି  ।  ରାଜସ୍ଥାନର ବିକାନୀରରେ ଥିବା ନିଜ ପୈତୃକ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି  ।  ସେ ଓଡ଼ିଆ ଚଳଚ୍ଚିତ୍ର ପତି ପରମେଶ୍ୱର, ଷୋଳ ଶୁକ୍ରବାର, ପ୍ରେମ ବନ୍ଧନ ଓ ଭାଗ୍ୟଚକ୍ର ତଥା ଦୁଇଟି ହିନ୍ଦୀ…

ପୁଣି ବଢିଲା ସୁନା ଦର

ଭାରତରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେପ୍ଟେମ୍ବର ୬ ତାରିଖରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ଓ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ପିଛା ୧.୦୮ ଲକ୍ଷ ଟଙ୍କା ଅତିକ୍ରମ କରିଛି। ଆଜି ୨୪ କ୍ୟାରେଟ୍ ସୁନା ପ୍ରତି…