ଟି ଟ୍ବେଣ୍ଟି ବିଶ୍ୱକପ: ଆଜି ଭାରତ-ପାକ୍ ମହାଲଢେଇ
ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ ଓ…