Browsing Tag

#odisha

ଇରାନୀ ଜାହାଜ ଉପରେ ବୁଡ଼ାଜାହାଜର ଆକ୍ରମଣ,୭୮ ଜଣ ଆହତ ୧୦୧ ନିଖୋଜ

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭାରତ ମହାସାଗରରେ ଦେଖିବାକୁ ମିଳିଛି ଆଉ ଏକ ଝଲକ। ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଶ୍ରୀଲଙ୍କା ଉପକୂଳରେ ଏକ ଇରାନୀ ଜାହାଜ ଉପରେ ଏକ ବୁଡ଼ାଜାହାଜ ଆକ୍ରମଣ କରିଛି । ଫଳରେ ୭୮ ଜଣ ଆହତ ହୋଇଥିବା ବେଳେ, ୧୦୧ ଜଣ…

ଆଜି ରଙ୍ଗର ପର୍ବ ହୋଲି

ଆଜି ହେଉଛି ହୋଲି। ରଙ୍ଗର ପର୍ବ, ଖୁସି, ଉତ୍ସାହର ଦିନ। ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ସବୁଠି ହୋଲି ପର୍ବର ଉତ୍ସବ ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରେଟି ସମସ୍ତେ ଏହି ଖୁସି, ଉଲ୍ଲାସ, ଉତ୍ସାହର ପର୍ବକୁ…

ଜାଣନ୍ତୁ ରାଶି ଅନୁସାରେ କିପରି କଟିବ ଆଜିର ଦିନ

ମେଷ: ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମୟ ଅନୁକୂଳ ଏବଂ ସକାରାତ୍ମକ ହେବାକୁ ଯାଉଛି । ବ୍ୟବସାୟରେ ନୂତନ ସମନ୍ୱୟ ଏବଂ ସହଯୋଗ ଦେଖାଦେବ । ଆପଣଙ୍କ ଜୀବନସାଥୀ କିମ୍ବା ବନ୍ଧୁମାନଙ୍କ ସହିତ ସହଭାଗୀତା ଲାଭ ପ୍ରଦାନ କରିବ । ଆପଣଙ୍କ ନିଜ ପ୍ରୟାସ ଉପରେ ଚିନ୍ତନ କରନ୍ତୁ । ଏକ ବିକୃତ ପ୍ରକଳ୍ପ…

ଇରାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କରି ଉଡ଼ାଇଲା ଇସ୍ରାଏଲ୍

ଇରାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କରି ଉଡ଼ାଇଲା ଇସ୍ରାଏଲ୍। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ସୋସିଆଲ୍ ମିଡିଆରେ ସୂଚନା ଦେଇଛି। ଇରାନୀ ଶାସନର ଏହା ସେଣ୍ଟ୍ରାଲ ଓ ମୁଖ୍ୟ ହେଡକ୍ୱାର୍ଟର୍ସ ଥିଲା ବୋଲି ଆଇଡିଏଫ୍ କହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଏକ…

ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ …

ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିହାରର ଦୁଇଟି ଆସନ ପାଇଁ ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର ମାରିଛି। ୧. ଶ୍ରୀ ନିତିନ ନବୀନ: …

ପାୱାର ଷ୍ଟାର ରାମଚରଣ ଫିଲ୍ମ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’ର ଡ୍ୟାନ୍ସ ନମ୍ବର “ରାଇ ରାଇ ରା ରା”…

ପାୱାର ଷ୍ଟାର ରାମଚରଣ ଫିଲ୍ମ ଆକ୍ସନ ଡ୍ରାମା ଫିଲ୍ମ ‘ପେଡ୍ଡି’ର ଘୋଷଣା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାମ ଚରଣଙ୍କ ଏହି ଫିଲ୍ମର ସବୁ ଅପଡେଟ୍ କୁ ଚାହିଁ ରହିଛନ୍ତି ଦର୍ଶକ। ଏହାର ପ୍ରଥମ ଗୀତ ‘ଚିକିରୀ ଚିକିରୀ’ ରିଲିଜ ହେବା ମାତ୍ରକେ ଛାଇ ଯାଇଥିଲା । କେବଳ ୨୪ଘଣ୍ଟାରେ ଏହାକୁ…

ଭାରତ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କଲେ ପୂର୍ବତନ ପାକ୍ ବୋଲର ମହମ୍ମଦ ଅମିର୍

ଜିତିଛି ଭାରତ । ସହିପାରୁନି ପାକିସ୍ତାନ । ନକ୍ ଆଉଟ୍ ମୁକାବିଲାରେ ଭାରତର ବିଜୟ ପରେ ପାକିସ୍ତାନର ପୂର୍ବତନ ଖେଳାଳି ଏହାକୁ ଗ୍ରହଣ କରିପାରି ନାହାଁନ୍ତି । ଭାରତ ସେମିରେ ପ୍ରବେଶ କରିଛି । କିନ୍ତୁ ଫାଇନାଲ ଖେଳିବନି କିମ୍ବା ଜିତିପାରିବନି ବୋଲି ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ପାକ୍…

ରାଜ୍ୟସଭା ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ହେଲେ ପ୍ରାର୍ଥୀ

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ବିଜେଡି ପରେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ଦଳ । ସେହିଭଳି ବିଜେପି ସୁଜିତ କୁମାରଙ୍କ ନାଁରେ ମୋହର ମାରିଛି । ବିଜେପି ସଂସଦୀୟ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା,ଫ୍ରାନ୍ସ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବ

ମଧ୍ୟପାଚ୍ୟରେ ମହାଯୁଦ୍ଧ ଭିତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା । ସାରା ବିଶ୍ୱକୁ ଇମାନୁଏଲ ମାକ୍ରନ ଦେଖାଇଛନ୍ତି ତାକତ । ବଡ଼ ଘୋଷଣା କରି ସେ କହିଛନ୍ତି ଯେ, ଫ୍ରାନ୍ସ ନିଜର ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିବ । ଫ୍ରାନ୍ସ ନିକଟରେ ବର୍ତ୍ତମାନ ୩୦୦ ପରମାଣୁ ବୋମା ଅଛି । କିନ୍ତୁ…

ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର

ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଏବଂ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…