ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା
ଇରାନ ଏବଂ ଲେବାନନ୍ ଉପରେ ମିସାଇଲ ବର୍ଷା । ଛାଡୁନି ଇସ୍ରାଏଲ । ଘନ ଘନ ଆକ୍ରମଣ କରୁଛି । ରବିବାର ବେରୁଟରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି ।ଲେବାନନରେ ଥିବା ଇରାନ ସମର୍ଥିତ ଗୋଷ୍ଠୀଙ୍କୁ ଟାର୍ଗେଟ୍ କରାଯାଇ ଆକ୍ରମଣ ହୋଇଛି । ଯେଉଁଥିରେ ୧୦ରୁ ଅଧିକ ପ୍ରାଣ ହରାଇଥିବା ଦାବି ହୋଇଛି ।…