Browsing Tag

#odisha

ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ

ଚଳିତ ବର୍ଷ ହେବନି ପାୱାରକଟ୍ । ଖରା ଦିନେ ହେବନି ବିଦ୍ୟୁତ କାଟ । ବିଧାନସଭାରେ ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଜାତୀୟ…

ଇରାନ୍‌-ଆମେରିକା ଯୁଦ୍ଧ କାରଣରୁ ଆଗାମୀ ଆଇପିଏଲ  ପ୍ରଭାବିତ ହେବାର ଆଶଙ୍କା

ତୀବ୍ରତର ହେଉଥିବା ଇରାନ୍‌-ଆମେରିକା ଯୁଦ୍ଧ କାରଣରୁ ଆଗାମୀ ଆଇପିଏଲ  ପ୍ରଭାବିତ ହେବାର ଆଶଙ୍କା ଜାତ ହୋଇଛି। ବିଶେଷ କରି ବିଦେଶୀ ଖେଳାଳିଙ୍କ ଆଗମନ, ଯାତାୟତ ସହିତ ଅନ୍ୟାନ୍ୟ ଲଜିଷ୍ଟିକ୍ସ ଆହ୍ବାନ ଆଇପିଏଲ୍‌ ଆୟୋଜନ କ୍ଷେତ୍ରରେ ପ୍ରତିବଂଧକ ସାଜିବ ବୋଲି ଚିନ୍ତା ପ୍ରକଟ କରାଯାଇଛି। ଦୁବାଇ…

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ  ସାମୁହିକ ବିବାହ କଲେ ୧୧୦ ବର କନ୍ୟା

ସମ୍ପର୍କୀୟ କଲେ ଆୟୋଜନ , ସରକାର କରାଇଲେ ବିବାହ । ସାମୁହିକ ଵିଵାହ କଲେ ୧୧୦ ବର କନ୍ୟା । ଏସବୁ ହୋଇଛି କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ । ବିବାହ ପାଇଁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବ ପୁଅ ଝିଅଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ  ସାମୁହିକ ବିବାହ ବରଦାନ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ କୃତିକା କାମରା ଏବଂ କ୍ରିକେଟ୍ ପ୍ରେଜେଣ୍ଟର ଗୌରବ କପୁର

ଅଭିନେତ୍ରୀ କୃତିକା କାମରା ଏବଂ କ୍ରିକେଟ୍ ପ୍ରେଜେଣ୍ଟର ଗୌରବ କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୁହେଁ ଏବେ ଆନୁଷ୍ଠାନିକ ଭାବରେ ସ୍ୱାମୀ-ସ୍ତ୍ରୀ। ୧୧ ମାର୍ଚ୍ଚ ସନ୍ଧ୍ୟାରେ, ଏହି ଦମ୍ପତି ଏକ ଗ୍ରାଣ୍ଡ ଡେଷ୍ଟିନେସନ୍ ବିବାହ ପରିବର୍ତ୍ତେ ମୁମ୍ବାଇର ବାନ୍ଦ୍ରାସ୍ଥିତ ସେମାନଙ୍କ ଘରେ ଏକ…

IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ…

IAS ସ୍ତରରେ ଅଦଳବଦଳ । ଏକାଥରକେ ଏକାଧିକ ବରିଷ୍ଠ ପ୍ରଶାସକଙ୍କୁ ଅଦଳବଦଳ କରାଯାଇଛି । ଯେଉଁଥିରେ ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାସହ ପ୍ରଶାସକ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଷ୍ଟାର୍ଟ ଅଫ୍ ଓଡ଼ିଶାର ସିଇଓ ଭାବେ…

ଶୁଳ୍କକୁ ନେଇ ସବୁ ଦେଶକୁ ବ୍ଲାକମେଲ କରୁଛନ୍ତି ଟ୍ରମ୍ପ

ଆମେରିକା ଉପରେ ସମ୍ପୂର୍ଣ୍ଣ ଭରସା କରିବା ମୁସ୍କିଲ । ପରିସ୍ଥିତି ଏପରି ହୋଇଛି ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୀତିଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଟ୍ରମ୍ପ ଶୁଳ୍କକୁ ନେଇ ସବୁ ଦେଶକୁ ବ୍ଲାକମେଲ କରୁଛନ୍ତି। ବିଶ୍ୱମଞ୍ଚରେ ସବୁ ଦେଶ ଉପରେ ଚାପ ସୃଷ୍ଟି…

୩ କୋଟି ବ୍ୟାରେଲ ରୁଷ ତେଲ କ୍ରୟ କଲା ଭାରତ

ଇରାନ ଇସ୍ରାଏଲ ମଧ୍ୟରେ ଚାଲିଥବା ଯୁଦ୍ଧ ମଧ୍ୟରେ ହର୍ମୁଜ ଜଳପଥ ବନ୍ଦ ହୋଇଯାଇଛି । ଏଭଳି ସ୍ଥିତିରେ ଅଶୋଧିତ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ପରେ ଭାରତ ଏବେ ରୁଷ ତେଲ ପାଇଁ ଅଣ୍ଟା ଭିଡ଼ିଛି । ଆମେରିକା ମଧ୍ୟ ରୁଷ ତେଲ କିଣିବା ପାଇଁ ଭାରତକୁ ଏପ୍ରିଲ ୩ ପର୍ଯ୍ୟନ୍ତ ଛାଡ଼ ପ୍ରଦାନ କରିଛି । ତେଣୁ…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ

ସୂତ୍ର ଅନୁସାରେ ଲୋକସଭାର ୧୩୦ ଓ ରାଜ୍ୟସଭାର ୬୩ ଜଣ ସାଂସଦ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କରିଛନ୍ତି। ଏହି ନୋଟିସ୍ ୧୩ ମାର୍ଚ୍ଚ ଶୁକ୍ରବାର ସଂସଦର କୌଣସି ସଦନରେ ଉପସ୍ଥାପିତ ହୋଇପାରେ। ତେବେ ଏହା କେଉଁ ସଦନରେ ଉପସ୍ଥାପିତ ହେବ ତାହା…

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ

ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଛାଡ଼ପତ୍ର ସମସ୍ୟା ବହୁଳ ମାତ୍ରାରେ ବଢ଼ିଯାଇଛି । ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବୁଝାମଣାର ଅଭାବ । ଉଭୟ ଉଭୟଙ୍କ ପ୍ରତି ଦୋଷାରୋପ କରିବା, ପରସ୍ପର ପ୍ରତି ସନ୍ଦେହ ଯୋଗୁଁ ଛାଡ଼ପତ୍ର ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଅଳ୍ପ କିଛି ମାମଲାରେ ସତ୍ୟତା ଥାଇପାରେ ।…

ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା

ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡ଼ିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା…