ଅଧିକ ବିଳମ୍ବ ହେବା ପୂର୍ବରୁ ମୋତେ ସାହାଯ୍ୟ କରନ୍ତୁ” ବୋଲି ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି ତନୁଶ୍ରୀ
'ମୋତେ ମୋ ଘରେ ହଇରାଣ କରାଯାଉଛି। ବହୁତ ସହିଲିଣି। ଆଉ ହେବନି। ମୋତେ ସାହାଯ୍ୟ କରନ୍ତୁ।' କାନ୍ଦି କାନ୍ଦି ଭିଡିଓରେ ଏଭଳି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ସେ ଦାବି କରିଛନ୍ତି ଯେ, ତାଙ୍କୁ ଗତ ୪-୫ ବର୍ଷ ଧରି ତାଙ୍କ ଘରେ ନିର୍ଯାତନା ଦିଆଯାଉଛି। ଏନେଇ ତାଙ୍କୁ ମଙ୍ଗଳବାର…