Astrology/Vastu ଆଜିର ରାଶିଫଳ Metro TV Odisha Sep 19, 2025 ମେଷ:-କାର୍ଯ୍ୟକ୍ଷେତ୍ରରେ କାମର ବୋଝ ଅଧିକ ରହିବ। ଆପଣଙ୍କ କ୍ୟାରିୟରରେ ପ୍ରଗତିର ଯୋଗ ଅଛି। କୌଣସି ସଂପତ୍ତିକୁ ନେଇ ଅଧିକ ଯାତୟାତ କରିପାରନ୍ତି। ରାଜନୀତିରେ ସଫଳତା ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ। ବୃଷ:-କୌଣସି କାମରେ ବିଦେଶ ଯିବାର ସୁଯୋଗ ଆସିବ।…
Culture ପାର୍ବଣ ଋତୁରେ ଯାତ୍ରୀଙ୍କ ପାଇଁ ଗଡ଼ିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ Metro TV Odisha Sep 18, 2025 ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ: ୧. ଝାନ୍ସୀ-ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର…
World ଆମେରିକା ଭାରତ ଉପରେ ଲଗାଇଥିବା ଶୁଳ୍କକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି Metro TV Odisha Sep 18, 2025 ରୁଷଠାରୁ ତୈଳ କିଣିବା ପ୍ରସଂଗ ନେଇ ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅତିରିକ୍ତ ଶୁଳ୍କ ଲାଗୁ କରିଛି ଆମେରିକା। ରୁଷ ସହ ଭାରତର ଭଲ ସଂପର୍କ ପାଇଁ ଏହା ଆମେରିକାର ପ୍ରତିଶୋଧାତ୍ମକ ପଦକ୍ଷେପ। ତେବେ ଏବେ ଜାଣିବାକୁ ମିଳୁଛି କି ଆମେରିକା ଭାରତ ଉପରେ ଲଗାଇଥିବା ସେହି ଦଣ୍ଡକୁ ପ୍ରତ୍ୟାହାର…
Entertainment କଲ୍କି – 2 ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ Metro TV Odisha Sep 18, 2025 ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ଼ ଖବର ଆସିଛି। ୨୦୨୪ରେ ରିଲିଜ୍ ହୋଇଥିବା ତେଲୁଗୁ ବ୍ଲକବଷ୍ଟର ଫିଲ୍ମ 'କଲ୍କି ୨୮୯୮ଏଡି'ର ସିକ୍ୱେଲରେ ଦୀପିକା ନଜର ଆସିବେ ନାହିଁ। ନିର୍ମାତା ଏନେଇ ଏକ୍ସରେ ପୋଷ୍ଟ କରି ଘୋଷଣା କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଅଭିନେତ୍ରୀ ଆଉ…
Business ଗାଡ଼ି ଦରରକୁ ଲକ୍ଷ ଲକ୍ଷ ଟଙ୍କା କମ୍ କରିଦେଇଛି ମାରୁତି ସୁଜୁକି Metro TV Odisha Sep 18, 2025 ଜୀବନରେ କିଛି ହଉ କି ନ ହଉ; ନିଜ ନାମରେ ଘର ଓ ଗାଡ଼ିଟିଏ କରିବାର ସ୍ବପ୍ନ କାହାର ବା ନଥାଏ! ଘର ତ ଅତି ବଡ଼ ସ୍ବପ୍ନ। ହେଲେ ଚାରିଚକିଆ ଗାଡ଼ି ଚଳାଇବାର ଇଚ୍ଛା ଆଜିକାଲା ପ୍ରାୟ ସଭିଙ୍କ ଭିତରେ। ହେଲେ ଟଙ୍କାକୁ ଡରି ଲୋକେ ନିଜ ସ୍ବପ୍ନକୁ ମାରିପକାନ୍ତି। ଏବେ କିନ୍ତୁ ଆଉ କାହାକୁ ତାଙ୍କ ସ୍ବପ୍ନ…
Odisha ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ Metro TV Odisha Sep 18, 2025 ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ବୈଠକର ସମୀକ୍ଷା ପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଯେ, ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ। ମଧୁ…
Health ରଙ୍ଗୀନ କେକ୍ , ଆଇସ୍ କେକ୍ ଏବଂ କଷ୍ଟମାଇଜ୍ କେକ୍ କର୍କଟ ରୋଗର କାରଣ Metro TV Odisha Sep 18, 2025 ଜନ୍ମଦିନ ହେଉ କି ବିବାହ ବାର୍ଷିକୀ ଆମେ ପ୍ରତିଟି ସେଲିବ୍ରେସନର ମୁହୂର୍ତ୍ତରେ କେକ୍ କାଟିବାକୁ ପସନ୍ଦ କରୁ । ଏପରି କୌଣସି ବ୍ୟକ୍ତିବିଶେଷ ନାହାନ୍ତି ଯାହାଙ୍କୁ କେକ୍ ଖାଇବାକୁ ଭଲ ନ ଲାଗେ । ଆଜିକାଲି ବଜାରରେ ଅନେକ ଭେରାଇଟିର କେକ୍ ମିଳୁଛି ଯେମିତିକି ରଙ୍ଗୀନ କେକ୍ , ଆଇସ୍ କେକ୍ ଏବଂ…
Sports ଆଇସିସି ଟ୍ବେଣ୍ଟି-୨୦ ବୋଲର୍ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ Metro TV Odisha Sep 18, 2025 ଭାରତୀୟ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍ରେ ଏକ ବଡ଼ ଲମ୍ଫ ମାରି ଆଇସିସି ଟ୍ବେଣ୍ଟି-୨୦ ବୋଲର୍ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି। ଚଳିତ ଏସିଆ କପ୍ରେ ୟୁଏଇ ବିପକ୍ଷରେ ୪ ରନ୍ ଏବଂ ପାକିସ୍ତାନ ବିପକ୍ଷରେ ୨୪ ରନ୍ ଖର୍ଚ୍ଚ କରି…
Odisha ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ Metro TV Odisha Sep 18, 2025 ଗୁରୁବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସାତଟି କାର୍ଯ୍ୟଦିବସ ରହିଛି। ସେପ୍ଟେମ୍ବର ୧୯ ତାରିଖରେ କେବଳ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ପାଇଁ ଧାର୍ଯ୍ୟ ହୋଇଥିଲା ବେଳେ ବାକି ୬ ଦିନ ସରକାରୀ…
Astrology/Vastu ଆଜିର ରାଶିଫଳ Metro TV Odisha Sep 18, 2025 ମେଷ: ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଘର ଖର୍ଚ୍ଚ ବଢ଼ିପାରେ। ଆପଣଙ୍କ କାମ ନିର୍ଦ୍ଧାରିତ ସମୟରେ ସରିବ। ରାଜନୀତିରେ ସଫଳତା ପାଇବେ। ବୃଷ: ଘରେ ଉଚିତ ବ୍ୟବସ୍ଥା ବନାଇ ରଖିବା ଚେଷ୍ଟାରେ ସଫଳ ହେବେ। ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ। ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। ଦାମ୍ପତ୍ୟ…