Browsing Tag

#odisha

ଦୁଇ ଦିନର କସରତ ପରେ ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ,ତିନି ଦଳଙ୍କ ସମର୍ଥନ ପରେ ଏବେ ରାଜ୍ୟରେ ନୂଆ ସରକାର ଗଢ଼ିବା…

ଦୁଇ ଦିନର କସରତ ପରେ ଶେଷରେ ବିଜୟଙ୍କୁ ମିଳିଛି ସମର୍ଥନ। ଏହି ସମର୍ଥନ ଫଳରେ ଏବେ ବିଜୟଙ୍କ ଟିଭିକେ ହିଁ ତାମିଲନାଡୁରେ ସରକାର ଗଢ଼ିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶୁକ୍ରବାର, ସିପିଏମ, ସିପିଆଇ ଏବଂ ଭିସିକେ ଥାଲାପତି ବିଜୟଙ୍କ ଟିଭିକେକୁ…

ହଣ୍ଟାଭାଇରସ୍ ସଂକ୍ରମଣ କଣ , କିଭଳି ବ୍ୟାପୁଛି ଏହି ସଂକ୍ରମଣ?

ବିଶ୍ୱବ୍ୟାପୀ ପୁଣି ଏକ ଭୂତାଣୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଟଲାଣ୍ଟିକ ମହାସାଗରରେ ଯାତ୍ରା କରୁଥିବା ଏକ ବିଳାସପୂର୍ଣ୍ଣ କ୍ରୁଜ୍ ସିପ୍ 'MV Hondius' ରେ ହଣ୍ଟାଭାଇରସ୍ ସଂକ୍ରମଣ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଙ୍ଗଳବାର (୫ ମଇ, ୨୦୨୬) ସୂଚନା…

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୦ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବରୁ GFS ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ପରେ ECMWF ମଡେଲ ଅନୁମାନ କରିଥିଲା। ଆସନ୍ତା ୧୨ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେଅଭିଯୋଗକାରିଣୀ ଯୁବତୀ, ମୋତେ ଓ ମୋ ସାଙ୍ଗକୁ ୨ ଯୁବକ…

ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯିବା ପରି ଘଟଣା ରାଜ୍ୟରେ ଚହଳ ପକାଇଛି।ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବର୍ବର ହତ୍ୟା ଘଟଣାରେ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ବିଦେଶ ଯାତ୍ରା ସଫଳ ହେବ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଘରେ କିମ୍ବା ସାଙ୍ଗମାନଙ୍କ ପାଖରେ କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତି ସ୍ଥିର କରିବାକୁ ଥିଲେ ତାହା ନିଜେ ସ୍ଥିର କଲେ ଆପଣଙ୍କ ପାଇଁ ଭଲ ରହିବ । ବୃଷ: ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ଆପଣ ଏଭଳି କିଛି…

କେଶକୁ ନେଇ ସମସ୍ୟା ରହିଛି  ତେବେ ଡାର୍କ ଚକୋଲେଟ ଖାଆନ୍ତୁ

ଚକୋଲେଟ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିଥାଏ । ଡାର୍କ ଚକୋଲେଟ ନାଁ ଶୁଣିବା ମାତ୍ରେ ପାଡିରେ ପାଣି ଆସିଯାଏ । ଏହା କେବଳ ପାଟିକୁ ସ୍ବାଦ ଲାଗି ନଥାଏ । ବରଂ ଦେହ ପାଇଁ ମଧ୍ୟ ଲାଭପ୍ରଦ ହୋଇଥାଏ । କେଶକୁ ଘନ,  ମଜବୁତ ଏବଂ ଲମ୍ବା କରିବାକୁ କିଏ ବା ନଚାହେଁ । ବିଶେଷ କରି ଝିଅମାନଙ୍କ…

ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର

ନିଟ ପରୀକ୍ଷାରେ ଭଲ ପଦର୍ଶନ କରି ନ ଥିବା ଜାଣି ଫ୍ୟାନରେ ଝୁଲିପଡିଲେ ଛାତ୍ର । ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗ୍ରାମର ଛାତ୍ରଙ୍କ ଘର । ବାପ ଚା ଦୋକାନ କୁ ମାଆ ଯାଇଥିବା ବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି ଭଡା ଘରେ…

ଚଳିତ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ସ୍ଥାନାନ୍ତର,ଏହାକୁ ନେଇ ବିବାଦ ବଢିବାରେ ଲାଗିଛି, କିଏ କହୁଛି ସତ

ଚଳିତ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ହେବାର ଥିଲେ ବି ତାହାକୁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ବିବାଦ ବଢିବାରେ ଲାଗିଛି। ଏ ନେଇ ବିସିସିଆଇ ଓ କର୍ଣ୍ଣାଟକ ସରକାର ଭିନ୍ନ ଭିନ୍ନ କାରଣ…

ତ୍ରିଶା ବିଜୟଙ୍କ ଟିଭିକେ ଦଳରେ ସାମିଲ ହୋଇପାରେ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି

ପ୍ରଥମ ଥର ପାଇଁ ରାଜନୀତିରେ ଇତିହାସ ରଚିଛନ୍ତି ଅଭିନେତା ଥାଲାପତି ବିଜୟ । ଏହାରି ମଧ୍ୟରେ ତାଙ୍କ ବନ୍ଧୁ ତ୍ରିଶା କୃଷ୍ଣନଙ୍କ ସମ୍ପର୍କରେ ବଡ଼ ଖବର ସାମ୍ନାକୁ ଆସୁଛି । ତ୍ରିଶା ବିଜୟଙ୍କ ଟିଭିକେ ଦଳରେ ସାମିଲ ହୋଇପାରେ ବୋଲି ଏବେ ଚର୍ଚ୍ଚା ସୃଷ୍ଟି କରୁଛି । ତ୍ରିଶା ଟିଭିକେ ଦଳରେ ସାମିଲ…

ରାଜ୍ୟକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି ।  ମୁଖ୍ଯମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଓଡ଼ିଶାକୁ ୪୮ହଜାର ୩୩୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ।  ତିନିଦିନିଆ ଗୁଜରାଟ ଗସ୍ତ ସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ମାଧ୍ୟମରେ ୬୭ହଜାର ୮୩୮…