Browsing Tag

#odisha

ଆଜିର ରାଶିଫଳ

ମେଷ: ଆଜି ଏକ ଭଲ ଦିନ ହେବ । ଆପଣଙ୍କ ବୃତ୍ତିଗତ ପ୍ରୟାସରେ ସଫଳତା ଆନନ୍ଦ ଏବଂ ନୂତନ ଶକ୍ତି ଆଣିବ । କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ, କିନ୍ତୁ ଆପଣଙ୍କ ପ୍ରୟାସ ସଫଳତା ସୁନିଶ୍ଚିତ କରିବ। ବ୍ୟବସାୟିକ ନିଷ୍ପତ୍ତି ଫଳପ୍ରଦ ହେବ । ଆପଣଙ୍କୁ ଆପଣଙ୍କ ପରିବାରରୁ ପୂର୍ଣ୍ଣ ସମର୍ଥନ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି,ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୭ ଦିନରେ ପହଞ୍ଚିଛି । ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଜୋର୍ ଧରିଛି । ତିନିରଥର ପାଞ୍ଚ ଦଣ୍ଡା ସହ ଜାରୀ ରହିଛି ପାର୍ଶ୍ୱ ଦଣ୍ଡା ଚଉପଟ କାର୍ଯ୍ୟ । ୪ ଟି ଲେଖାଏଁ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଜୁନ୍ ୧୮ରେ ରାଜ୍ୟସଭା ଉପନିର୍ବାଚନ

ଜୁନ୍ ୧୮ରେ ରାଜ୍ୟସଭା ଉପନିର୍ବାଚନ । ରାଜ୍ୟସଭା ଉପନିର୍ବାଚନ ପାଇଁ ଆସିଲା ତାରିଖ । ଦେବାଶିଷଙ୍କ ଇସ୍ତଫା ପରେ ଖାଲି ଥିବା ଆସନରେ ନିର୍ବାଚନ ଲାଗି ପ୍ରକାଶ ପାଇଛି ତାରି । ଏହି ନିର୍ବାଚନ ପାଇଁ ଜୁନ୍ ୧ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଓଡ଼ିଶାରୁ ଖାଲି ପଡ଼ିଥିବା ରାଜ୍ୟସଭା…

୨୦୦ ଟଙ୍କା ମୂଲ୍ୟର ଏକ ନୂତନ ମନୋରଞ୍ଜନ ଆଡ-ଅନ୍ ପ୍ଲାନ୍ ଲଞ୍ଚ କରିଛି ଜିଓ

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଲା ଖୁସି ଖବର। ଉପଭୋକ୍ତାଙ୍କ ପାଇଁ ୨୦୦ ଟଙ୍କା ମୂଲ୍ୟର ଏକ ନୂତନ ମନୋରଞ୍ଜନ ଆଡ-ଅନ୍ ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନ୍ ୧୫ଟି ଓଟିଟି ପ୍ଲାଟଫର୍ମ ଏବଂ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ପ୍ରଦାନ କରେ। ଏହି ପ୍ଲାନ୍ ୨୮ ଦିନ ପାଇଁ ବୈଧ…

ଏଠାରେ ଆମେରିକୀୟ ସୈନ୍ୟଙ୍କ ପାଇଁ କୌଣସି ସ୍ଥାନ ନାହିଁ- ମୋଜତାବା ଖେମିନି

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଆଲୋଚନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ଆମେରିକାକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ଉପସାଗରୀୟ ଦେଶଗୁଡ଼ିକ ଆଉ ଆମେରିକାର ସାମରିକ ବେସ୍ ପାଇଁ ସୁରକ୍ଷା କବଚ ସାଜିବେ ନାହିଁ ଏବଂ ଏଠାରେ ଆମେରିକୀୟ ସୈନ୍ୟଙ୍କ…

୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି

ଡ଼ିଶାକୁ ମିଳିଲା ଆଉ ଏକ ମେଗା ଗ୍ଲୋବାଲ୍ ଇଭେଣ୍ଟ । ୨୦୨୭ ଏସିଆନ୍ ଚାମ୍ପିଅନସିପ୍ ଓଡ଼ିଶାକୁ ମିଳିଛି । ଏସିଆନ୍ ଇନଡୋର୍ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୭’ର ଆୟୋଜନ କରିବ ଓଡ଼ିଶା । ହଂକଂରେ ନିଆଗଲା ବଡ଼ ନିଷ୍ପତ୍ତି । ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶାର ସୁନାମ ପୁଣି ଥରେ ଶୀର୍ଷକୁ ଛୁଇଁଛି ।…

ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ରାଜ୍ୟସଭା ଯିବି – ଦେବାଶିଷ ସାମନ୍ତରାୟ

ଦିଲ୍ଲୀରେ ବିଜେପିରେ ମିଶିବା ପରେ ଓଡ଼ିଶା ଫେରିଛନ୍ତି ଦେବାଶିଷ ସାମନ୍ତରାୟ । ଓଡ଼ିଶା ଫେରି ବିଜେଡି ଉପରେ ବର୍ଷିଛନ୍ତି ଦେବାଶିଷ । ସେ କହିଛନ୍ତି, ମୁଁ ମିଡ଼ିଆ ଆଗରେ ବାହାଦୁରି ମାରିବିନି । ମୁଁ ବିଜେପିରେ ଯୋଗଦେଲା ପରେ ଆଗକୁ ଓଡ଼ିଶାରେ ବିଜେଡିର କ’ଣ ଅବସ୍ଥା ହେବ ଦେଖିବେ । ପ୍ରଭୁ…

ପ୍ରଥମ ଦଳ ଭାବେ ଫାଇନାଲରେ RCB

ଗୁଜରାଟର ଶୋଚନୀୟ ପରାଜୟ । ପ୍ରଥମ ଦଳ ଭାବେ ଫାଇନାଲରେ RCB । ଅଧିନାୟକ ରଜତ ପାଟିଦାରଙ୍କ ଧମାକାଦାର ଇନିଂସ ପରେ ବୋଲରଙ୍କ ଘାତକ ବୋଲିଂ। ପ୍ରଥମ କ୍ଵାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ୯୨ ରନର ବିଶାଳ ବ୍ୟବଧାନରେ ଗୁଜରାଟ ଟାଇଟନ୍ସକୁ ହରାଇଛି । ଏହାସହ ଡିଫେଣ୍ଡିଂ ଚାମ୍ପିଅନ…

୪୧ ବର୍ଷ ବୟସରେ ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠି

ବଧାଇ ହୋ... ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠି ମାଆ ହୋଇଛନ୍ତି। ତାଙ୍କ ଘରକୁ ୨ ଜଣ କୁନି ଅତିଥି ଆସିଛନ୍ତି । ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ୪୧ ବର୍ଷ ବୟସରେ ଦିବ୍ୟାଙ୍କା ଯମଜ ସନ୍ତାନକୁ ଜନ୍ମ ଦେଇଛନ୍ତି। ଖୁସି ଖବର ସେୟାର…

ଟିଏମ୍‌ସି ଦଳର ସମସ୍ତ ସାଂଗଠନିକ ପଦପଦବୀରୁ ଇସ୍ତଫା ଦେଲେ କାକଳି ଘୋଷ

ତୃଣମୂଳ କଂଗ୍ରେସର ବାରସାତ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବାର କିଛି ଦିନ ପରେ, ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ବରିଷ୍ଠ ଟିଏମସି ସାଂସଦ କାକଳି ଘୋଷ ଦସ୍ତିଦାର ଦଳର ସମସ୍ତ ସାଂଗଠନିକ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ…