କିଙ୍ଗ୍ ଖାନ୍ ଶାହାରୁଖଙ୍କୁ ଭାରି ପଡ଼ିଲା ବାଂଲାଦେଶୀ ଖେଳାଳୀ କିଣିବା , ଦେଶବ୍ୟାପୀ ବିବାଦ ଆରମ୍ଭ
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଉଠିଲାଣି ଦାବି । ଏସବୁ ଭିତରେ କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ବଢିଛି ଅଡୁଆ । ଶାହାରୁଖଙ୍କୁ ନେଇ ବିଜେପି ନେତା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା…