Browsing Tag

#odisha

ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ: ୨୦୩୦ ସୁଦ୍ଧା ୫ ବିଲିୟନ ଡଲାରରେ ପହଞ୍ଚାଇବାକୁ ଉଭୟ ଦେଶର…

ଭାରତ ଓ ଉଜବେକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ୫ ବିଲିୟନ ଡଲାରରେ ପହଞ୍ଚାଇବାକୁ ଉଭୟ ଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକାତ ମିର୍ଜିୟୋଏଭଙ୍କ ମଧ୍ୟରେ ଆଲୋଚନା ସମୟରେ ଏହି ନିଷ୍ପତ୍ତି…

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଓ ନିର୍ଭୁଲ ପାଇଁ ବିଏମସି ରେ ଆରମ୍ଭ ହେବ ପାଇଲଟ୍ ସର୍ଭେ ଅଭିଯାନ, ଘରକୁ…

ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ବଚ୍ଛ ଓ ନିର୍ଭୁଲ ଏବଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିଗୁଡିକୁ ଦୂର କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ବିଶେଷ ପାଇଲଟ୍ ସର୍ଭେ ଅଭିଯାନ ଭୁବନେଶ୍ବର ମହାନଗର ନିଗମରେ ‌(ବିଏମସି) ଆରମ୍ଭ…

କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି…

କଟକରେ ନାବାଳିକା ଅପହରଣ ମାମଲାକୁ ନେଇ ପୋଲିସର ତନାଘନା ଜାରି ରହିଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ୭ ବର୍ଷର ନାବାଳିକାଙ୍କୁ ଦୁଇ ଦିନ ହେଲା ଖୋଜୁଛି କମିଶନରେଟ୍ ପୋଲିସ । ଦୁଇ ଦିନ ଖୋଜିବା ପରେ ଏବେ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ।…

ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି

ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି। ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଧରି ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କାର୍ଯ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯିବ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ଗଣତି ମଣତି…

ପଶ୍ଚିମ ମୁହାଁ ଲଘୁଚାପ ,ବରଗଡ଼କୁ ରେଡ୍ ୱାର୍ଣ୍ଣିଂ ସମେତ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ପଶ୍ଚିମ ମୁହାଁ ଲଘୁଚାପ । ବରଗଡ଼କୁ ରେଡ୍ ୱାର୍ଣ୍ଣିଂ । ୨୦ ସେମିରୁ ଅଧିକ ବର୍ଷା ଆଶଙ୍କା କରାଯାଉଛି । ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।…

ଆଜି ଆପଣଙ୍କୁ ନିଜ ଲୋକଙ୍କୁ ନେଇ ଟିକେ ସତର୍କ ରହିବାକୁ ପଡ଼ିବ

ମେଷ : ଆଜି ଆପଣଙ୍କୁ ନିଜ ଲୋକଙ୍କୁ ନେଇ ଟିକେ ସତର୍କ ରହିବାକୁ ପଡ଼ିବ । ଯାହାଙ୍କୁ ଆପଣ ଶୁଭଚିନ୍ତକ ବୋଲି ଭାବୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ପଛରେ ସମସ୍ୟା ସୃଷ୍ଟି କରିପାରନ୍ତି । ପଢ଼ାଶୁଣାରେ ମନ ଲାଗିବା ଟିକେ କଷ୍ଟକର ହୋଇପାରେ । ଛୋଟ କଥାକୁ ନେଇ ବିତର୍କ ହେବାର ସମ୍ଭାବନା ଥିବାରୁ…

ଆରପାରିରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ

ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଛି। ୧୯୬୭ରୁ ୧୯୯୦ ମଧ୍ୟରେ ଶ୍ରୀ ମାଝୀ ପରିବହନ, ଅର୍ଥ ଓ ସଂସ୍କୃତି ମନ୍ତ୍ରୀ ଭାବରେ ୪ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଛନ୍ତି।ଡାବୁଗାଁ…

ଲଞ୍ଚ ହେଲା Samsung Galaxy S26 FE ସ୍ମାର୍ଟଫୋନ,ଜାଣନ୍ତୁ ପ୍ରାଇସ ଓ ଫିଚର୍ସ

Samsung Galaxy S26 FE କୁ S26 ସିରିଜର ଏକ ନୂତନ ଫ୍ୟାନ୍ ଏଡିସନ୍ ମଡେଲ୍ ଭାବରେ ପ୍ରଚଳନ କରାଯାଇଛି । ଦକ୍ଷିଣ କୋରିଆନ୍ କମ୍ପାନୀ ବିଶ୍ୱ ସ୍ତରରେ Samsung Galaxy S26 ସିରିଜର ସବୁଠାରୁ ଶସ୍ତା ଫୋନ୍ ଲଞ୍ଚ କରିଛି। ଏହି ଫ୍ଲାଗସିପ୍ ଫୋନ୍ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିବା Galaxy…

ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣ: ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି ଏବଂ ଭାରତ

ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୩୭ ସଂସ୍କରଣରେ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି । ଦେଶର ଭବିଷ୍ୟତକୁ ରକ୍ଷା କରିବା ସରକାରଙ୍କ ସଂକଳ୍ପ । ନିଶାମୁକ୍ତି କାର୍ଯ୍ୟକ୍ରମରେ ବିଶେଷକରି…

ଜୁଏଲ ଓରାମ ନିଜ ଦଳର ନେତାଙ୍କ ବିରୋଧରେ ଯେଉଁ ସାଂଘାତିକ ବୟାନ ଦେଇଛନ୍ତି, ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ…

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ସାମ୍ପ୍ରତିକ ବିବାଦୀୟ ବୟାନକୁ ନେଇ ରାଜ୍ୟ ରାଜନୀତି ଗରମ ଥିବା ବେଳେ, ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନ ସମ୍ପର୍କରେ ଦଳ…