ଚିକେନ୍ ଖାଉଥିଲେ ସାବଧାନ, ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ
ଚିକେନ୍ ଖାଉଥିଲେ ସାବଧାନ । ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍ ମଣିଷ ପାଇଁ ବିପଦ । ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଆଇଏସ୍ସିର ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ ,ବାର୍ଡ ଫ୍ଲୁ ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ…