ଫିଲ୍ମ କାଲା ହରିଣ ଦି ବ୍ୟାଟେଲ୍ ଫର୍ ଲିଗାସି ର ଘୋଷଣା ପରେ ବିବାଦ ଆରମ୍ଭ,ନୋଟିସ ପଠାଇଲେ ସଲମାନଖାନ
ଫିଲ୍ମ କାଲା ହରିଣ ଦି ବ୍ୟାଟେଲ୍ ଫର୍ ଲିଗାସି ର ଘୋଷଣା ପରେ ବିବାଦ ଆରମ୍ଭ ହୋଇଛି । କାହିଁକିନା ଏହି ଫିଲ୍ମ ସଲମାନଖାନଙ୍କ ୧୯୯୮ ମସିହାର ବ୍ଲାକ୍ ବକ୍ ମାମଲାକୁ ନେଇ କରାଯାଇଛି । ଏହି ମାମଲାରେ ସଦ୍ୟତମ ଘଟଣା ହେଉଛି ଯେ ସଲମାନ ଖାନଙ୍କ ଆଇନଗତ ଫିଲ୍ମ ସହିତ ଜଡିତ ଲୋକଙ୍କୁ ଏକ ଆଇନଗତ ନୋଟିସ…