ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ , ହ୍ରାସ ପାଇଛି ଚିରାଫଟା ନୋଟ୍ ସଂଖ୍ୟା
ଦେଶରେ ଡିଜିଟାଲ କ୍ରାନ୍ତି ଆସିବା ଫଳରେ ୟୁପିଆଇ ଜରିଆରେ ଅଧିକ କାରବାର ହେଉଛି। ରିଜର୍ଭ ବ୍ୟାଙ୍କର ଡିଜିଟାଲ କାରବାର ବୃଦ୍ଧିର ଅନ୍ୟ ଏକ ଲାଭ ମଧ୍ୟ ମିଳିଛି। ତାହା ହେଲା ଚିରାଫଟା ନୋଟ୍ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୨୪-୨୫…