Browsing Tag

#odisha

ଆଜିର ରାଶିଫଳ

ମେଷ:-କାରବାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯିବାର ଯୋଗ ଅଛି। ବନ୍ଧୁଙ୍କୁ କୌଣସି ସମସ୍ୟା କହିବେ। କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜରୁରୀ ଜିନିଷ କେଉଁଠି ରଖି ଦେଇ ପାସୋରି ଯିବେ। ‌ ବୃଷ:-ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଜୀବନସାଥୀ ସହିତ…

ପ୍ରକାଶ ପାଇଛି ଏନଆଇଆରଏଫ୍ ରାକିଂ , ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନଆଇଆରଏଫ୍ ରାକିଂ ପ୍ରକାଶ ପାଇଛି । ତାଲିକାରେ ମହାବିଦ୍ୟାଳୟ ଶ୍ରେଣୀରେ ଟପ୍-୧୦୦ରେ ଓଡ଼ିଶାର କୌଣସି ବି କଲେଜ ସାମିଲ ହୋଇପାରିନି । ତେବେ ସାମଗ୍ରୀକ ପ୍ରତିଷ୍ଠାନ ତାଲିକାର ୨୫ ତମ ସ୍ଥାନରେ ସୋଆ ସ୍ଥାନ ପାଇଥିବାବେଳେ ୨୭ରେ କିଟ୍ ରହିଛି ।  ୩୪ ତମ…

ସ୍ବାସ୍ଥ୍ୟ ପାଇଁ ମଧ୍ୟ ମହୌଷଧିର କାମ କରେ କୁନ୍ଦୁରି

ଖାଦ୍ୟରେ ତଟକା ସବୁଜ ପନିପରିବା ସାମିଲ କରିବା ଦେହ ପାଇଁ ବହୁତ ଭଲ । ଡାକ୍ତର ମଧ୍ୟ ଆମିଷ ଖାଇବାକୁ ମନା କରି ଅଧିକରୁ ଅଧିକ ସବୁଜ ପରିବା ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି । ତେବେ ସବୁ ଋତୁରେ ଭିନ୍ନ ଭିନ୍ନ ପରିବା ବଜାରକୁ ଆସିଥାଏ । ଯାହା ପୋଷକ ତତ୍ତ୍ବରେ ଭରପୂର ରହିବା ସହ ଦେହ ପାଇଁ…

ଟାରିଫ୍‌ ରୁ ବିପୁଳ ଲାଭ କରୁଛି ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥାଇପାରେ, କିନ୍ତୁ ଆମେରିକା ଏଥିରୁ ବିପୁଳ ଲାଭ କରୁଛି। ଅଗଷ୍ଟ ମାସରେ, ଆମେରିକା ଟାରିଫ୍‌ରୁ ରାଜସ୍ବ ବୃଦ୍ଧି ପାଇ ୩୧ ବିଲିୟନ ଡଲାର ହୋଇଛି, ଯାହା ୨୦୨୫ରେ ଏକ ମାସରେ ସର୍ବାଧିକ ରେକର୍ଡ। ଗୁରୁବାର…

ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ

ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଶାନ୍ତି ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏଥିରେ ଭାରତର ଭୂମିକାକୁ ବିଶେଷ ଗୁରୁତ୍ବ ଦିଆଯାଉଛି। ପ୍ରଥମେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିଲେ। ଏହା ପରେ, ଜର୍ମାନୀର ବୈଦେଶିକ ମନ୍ତ୍ରୀ ଭାରତ…

ଏସିଆ କପ୍ ହକି: କୋରିଆ ସହ ପଏଣ୍ଟ୍‌ ବାଣ୍ଟିଛି ଭାରତ

ଏସିଆ କପ୍ ହକିର ସୁପର-୪ ପର୍ଯ୍ୟାୟରେ ଆୟୋଜକ ଭାରତ ଏହି ପ୍ରତିଯୋଗିତାର ସଫଳତମ ଦଳ କୋରିଆ ସହ ପଏଣ୍ଟ୍‌ ବାଣ୍ଟିଛି। ଉଭୟ ଦଳ ନିର୍ଦ୍ଧାରିତ ସମୟରେ ଦୁଇଟି ଲେଖାଏଁ  ଗୋଲ୍ ଦେବା ପରେ ଗୋଟିଏ ଲେଖାଏଁ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଛନ୍ତି। ଚତୁର୍ଥ ଟ୍ରଫି ଲକ୍ଷ୍ୟରେ ଥିବା ଭାରତ ତା’ର ଦ୍ବିତୀୟ…

ଦୁଇଥାକିଆ ହେଲା ଜିଏସ୍‌ଟି ଢାଞ୍ଚା, ଶସ୍ତା ହେଲା ଏହି ସବୁ ସାମଗ୍ରୀ

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଆଜି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍‌ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮…

4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଆଜି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଥିବା ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏଥିସହ…

ଦୁର୍ଲ୍ଲଭ ଯୋଗ , ଏହି ରାଶି ହେବେ ଧନୀ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍ମଫଳ ଦାତା ଶନି ବର୍ତ୍ତମାନ ଓଲଟା ଚଳନ କରିଛନ୍ତି । ବୃହସ୍ପତି ମଧ୍ୟ ଚଳନ କରିଛନ୍ତି । ଶନି ଓ ଗୁରୁ ପୂର୍ବରୁ ହିଁ ବିଶେଷ ସ୍ଥିତିରେ ରହିଛନ୍ତି । ଏବେ ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିଛନ୍ତି । ଶନି-ଗୁରୁ ପରସ୍ପର ସହ ୧୦୮ ଡିଗ୍ରୀରେ ରହିବା…

ଆଜି ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ : କଣ ରହିଛି ରହସ୍ୟ

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀକୁ ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ ବା ପଦ୍ମା ଏକାଦଶୀ ରୂପେ ପାଳନ କରାଯାଏ  । ବର୍ଷକୁ ପଡୁଥିବା ୪ଟି ବଡ଼ ଏକାଦଶୀ ମଧ୍ୟରୁ ଏହି ଏକାଦଶୀ ଅନ୍ୟତମ  । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ…