Browsing Tag

#odisha

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ,୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ…

ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଐତିହାସିକ ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ…

ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ରଜ ଦୋଳିରେ ଝୁମୁଛି ଓଡ଼ିଶା! । ପାରମ୍ପରିକ ଏବଂ ଅତି ପ୍ରିୟ ଗଣପର୍ବ ‘ରଜ’ ଏବେ ସାରା ରାଜ୍ୟରେ ବେଶ୍ ଜାକଜମକରେ ପାଳିତ ହେଉଛି । ଗତକାଲି ‘ପହିଲି ରଜ’ର ଉତ୍ସାହ ପରେ ଆଜି ‘ରଜ ସଂକ୍ରାନ୍ତି’ ରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ନାରୀତ୍ୱ, ସୃଜନଶୀଳତା ଏବଂ ଆଗାମୀ ବର୍ଷାର ଆଗମନକୁ ସ୍ୱାଗତ…

ଆଜିର ରାଶିଫଳ

ମେଷ: ଆଜି ଦିନଟି ଭଲ ରହିବ । କଠିନ ପରିଶ୍ରମ ଆପଣଙ୍କ ବ୍ୟବସାୟିକ କାର୍ଯ୍ୟକଳାପକୁ ବିସ୍ତାର କରିବ ଏବଂ ଆର୍ଥିକ ଲାଭ ଆଣିବ । କର୍ମକ୍ଷେତ୍ରରେ ଆପଣଙ୍କୁ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ, ଏବଂ ଆପଣଙ୍କ ନିଜସ୍ୱ ପରିଶ୍ରମ ସଫଳତା ଆଣିଦେବ । ଆପଣଙ୍କୁ ଆପଣଙ୍କ…

ସାଆନ୍ତେ ଙ୍କ ପାଇଁ ଚାଲିଛି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ,ଶେଷ ପର୍ଯ୍ୟାୟରେ ପୋଟଳ କାର୍ଯ୍ୟ ଜାରି ରହିଛି

ସାଆନ୍ତେ ଙ୍କ ପାଇଁ ଚାଲିଛି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ । ରଥ କାର୍ଯ୍ୟଏବେ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଶେଷ ପର୍ଯ୍ୟାୟରେ ପୋଟଳ କାର୍ଯ୍ୟ ଜାରି ରହିଛି।ସେପଟେ ତିନି ରଥର ମୂଳ କଇଞ୍ଚି ବା ଚାରି ନାହାକା କଇଞ୍ଚି ତିନିରଥ ରେ ଦୁଇଟି ଲେଖାଏଁ ଉଭୟ ପାର୍ଶ୍ଵରେ ପଡ଼ିଅଛି।ଏଥିସହ…

Samsung ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍,ତେବେ ଆସନ୍ତୁ ଜାଣିବା ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ

Samsung ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟଫୋନ୍ । ଯାହାକୁ ଲୋକମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ । ୟୁଜର୍ସଙ୍କ ଖୁସି ଏବଂ ଆଗ୍ରହକୁ ଦେଖି Samsung ଲଞ୍ଚ କରିଛି ଏକ ପାୱାରଫୁଲ୍ ଫୋନ୍ । ଯାହାର ଫିଚର୍ସ ଏବଂ ପ୍ରାଇସ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ତେବେ ଆସନ୍ତୁ ଜାଣିବା ଏବହି…

ଷ୍ଟକ୍ ବଜାରରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି

ଗତ ସପ୍ତାହରେ ଷ୍ଟକ୍ ବଜାରରେ ବୃଦ୍ଧି ଯୋଗୁଁ ଦେଶର ଶ୍ରେଷ୍ଠ ୧୦ କମ୍ପାନିରୁ ୮ କମ୍ପାନିର ମୂଲ୍ୟ ୧.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି। ଏଥିରେ ଘରୋଇ କ୍ଷେତ୍ରର ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ ଲାଭ ସହିତ ଏହି ତାଲିକାରେ ସବୁଠୁ ଉପରେ ରହିଛି। ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟ ସବୁଠୁ…

ଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଷଷ୍ଠତମ ଶ୍ରାଦ୍ଧବାର୍ଷିକୀ, ଦୁଃଖ ପ୍ରକାଶ କରିଛନ୍ତି ଭଉଣୀ ଶ୍ବେତା

ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୨୦୨୦ ମସିହାରେ ଆଜିର ଦିନରେ ଦୁନିଆକୁ ଛାଡି ଚାଲିଯାଇଥିଲେ । ତାଙ୍କ ହଠାତ୍ ମ୍ତ୍ୟୁକୁ କେହି ବି ଗ୍ରହଣ କରିପାରିନଥିଲେ । ପରିବାର ଠାରୁ ଆରମ୍ଭ ପରି ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଥିଲା । ସୁଶାନ୍ତ ସିଂହ ଦୁନିଆକୁ ୬ ବର୍ଷ ହେଲାଣି ଛାଡି…

ଟି୨୦ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇ ମୁକାବିଲାରେ ବାଜି ମାରିଛି ଟିମ୍ ଇଣ୍ଡିଆ

ବିଜୟରୁ ଅଭିଯାନ ଆରମ୍ଭ କଲା ମହିଳା ବ୍ରିଗେଡ୍ । ସୁପର ସଣ୍ଡେର ଟି୨୦ ମହିଳା ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ହାଇ ଭୋଲଟେଜ୍ ମୁକାବିଲାରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି । ଏହାସହ ହରମନପ୍ରୀତ କୌରଙ୍କ…

ହିଜବୁଲାହର ହେଡକ୍ୱାର୍ଟର୍ ଉପରେ ଏୟାର ଷ୍ଟ୍ରାଇକ୍

ରବିବାର ଇସ୍ରାଏଲ ଏୟାରଫୋର୍ସ ଏକ ଭିଡିଓ ପୋଷ୍ଟ୍ କରିଛି । ଯେଉଁଥିରେ ବେରୁତରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକ୍ ଦେଖିବାକୁ ମିଳିଛି । ଆକ୍ରମଣରେ ହିଜବୁଲାହର ହେଡକ୍ୱାର୍ଟର୍ କୁହାଯାଉଥିବା ଏକ ବିଲ୍ଡିଂକୁ ସେନା ଧ୍ୱଂସ କରିଦେଇଛି । ଏକ୍ସରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖିବାକୁ…

ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀଙ୍କ ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର…

ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି।ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ ହଙ୍ଗାମା…