ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’ ର ଟିଜର ରିଲିଜ
ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’ ର ଟିଜର ଏବେ ସାମ୍ନାକୁ ଆସିଛି । ଯାହା ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଟିଜରରେ ସନ୍ନି ଦେଓଲ ଆକ୍ସନ ହିରୋ ଭୂମିକାରେ ନଜର ଆସିଛନ୍ତି ।
ସନି ଦେଓଲଙ୍କ ଆଗାମୀ ଫିଲ୍ମ ‘ବଟୱାରା ୧୯୪୭’ ର ଟିଜର ଏବେ ସାମ୍ନାକୁ ଆସିଛି । ଏହି ପାୱାରଫୁଲ…