Browsing Tag

#odisha

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଗତକାଲି ସନ୍ଧ୍ୟା ସାଢ଼େ ୫ଟାରେ ଭାରତ ମହାସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବ। ସେପଟେ ରାଜ୍ୟର ବିଭିନ୍ନ ଜିଲାରେ…

ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ – ପାଣିପାଗ ବିଶେଷଜ୍ଞ

ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ। ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ତିନି…

ଆଜିର ରାଶିଫଳ

ମେଷ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବେପାର ଆଗକୁ ବଢ଼ାଇବା ଲାଗି ବାପାଙ୍କର ସହଯୋଗ ପାଇବେ। ଲେଖକଙ୍କର କୌଣସି ସମା‌ରୋହରେ ସମ୍ମାନିତ ହେବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ‌ ବୃଷ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ…

ଫ୍ଲିପକାର୍ଟର ବର୍ଷର ପ୍ରଥମ ବଡ଼ ସେଭିଙ୍ଗ୍ ସେଲ୍ ଆରମ୍ଭ

ଫ୍ଲିପକାର୍ଟର ବର୍ଷର ପ୍ରଥମ ବଡ଼ ସେଭିଙ୍ଗ୍ ସେଲ୍ ଆରମ୍ଭ ହୋଇଛି । ଜାନୁଆରୀ ୨ ରୁ ଜାନୁଆରୀ ୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍ ଅନେକ ପ୍ରଡକ୍ଟ ଉପରେ ଦମଦାର ଡିସକାଉଣ୍ଟ ପ୍ରଦାନ କରୁଛି । ଏହି ସେଲ୍ ସମୟରେ ସ୍ମାର୍ଟଫୋନ୍ ୫,୯୯୯ ଟଙ୍କାରୁ ଆରମ୍ଭ କରି ବହୁତ କମ୍ ମୂଲ୍ୟରେ…

ଆର ପାରିରେ ପ୍ରସିଦ୍ଧ ମାଲାୟଲମ ଅଭିନେତା କନ୍ନନ ପଟ୍ଟାମ୍ବୀ

ପ୍ରସିଦ୍ଧ ମାଲାୟଲମ ସିନେମା ପ୍ରଡକ୍ସନ କଣ୍ଟ୍ରୋଲର ଏବଂ ଅଭିନେତା କନ୍ନନ ପଟ୍ଟାମ୍ବୀ ଜାନୁଆରୀ ୪ ତାରିଖ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଯାହା ଫଳରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ପ୍ରାୟ ତିନି ଦଶନ୍ଧି ଧରି ସିନେମାରେ କାମ କରୁଥିଲେ, ପରଦା ପଛରେ କାମ କରିବା…

ଆଇପିଏଲ ପ୍ରସାରଣ ଉପରେ ବ୍ୟାନ ଲଗାଇଛି ବାଂଲାଦେଶ ସରକାର

ତିନି- ତିନି ଜଣ ହିନ୍ଦୁଙ୍କୁ ହତ୍ୟା ପରେ ବାଂଲାଦେଶ ସହ ଭାରତର ସଂପର୍କ ତିକ୍ତ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କେବଳ ରାଜନୈତିକ ନୁହେଁ ଏହି ବିବାଦ ଏବେ କ୍ରିକେଟ ଗ୍ରାଉଣ୍ଡକୁ ବି ବ୍ୟାପିଲାଣି। ଏହି କ୍ରମରେ ସୋମବାର ବାଂଲାଦେଶ,…

ବାଲେଶ୍ୱର ପୌରପାଳିକା ଓ ୟୁଏଲବି ଅଞ୍ଚଳରେ ପ୍ରଦୂଷଣ କଟକଣା, ସନ୍ଧ୍ୟା ୬ଟାରୁ ସକାଳ ୧୦ଟ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ…

ବାଲେଶ୍ୱର ପୌରପାଳିକା ଓ ୟୁଏଲବି ଅଞ୍ଚଳରେ ପ୍ରଦୂଷଣ କଟକଣା । ଲଗାତାର AQI ବୃଦ୍ଧି ନେଇ ଗାଇଡଲାଇନ ଜାରି କରିଛନ୍ତି ଜିଲ୍ଲାପାଳ । ଗତ କିଛି ଦିନ ଧରି ବାଲେଶ୍ୱର ଜିଲ୍ଲା ଓ ସହରରେ ପ୍ରଦୂଷଣ ମାତ୍ରାଧିକ ଥିଲା । ଯାହାକୁ ଦୃଷ୍ଟିରେ ରଖି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ ।…

ଇଣ୍ଡିଆନ କୋଷ୍ଟ ଗାର୍ଡ ସହ ଯୋଡ଼ି ହେଲା ‘ସମୁଦ୍ର ପ୍ରତାପ’

ଭାରତର ସାମୁଦ୍ରିକ ସୁରକ୍ଷା ଓ ପରିବେଶ ସଂରକ୍ଷଣକୁ ନୂଆ ଦୃଢତା ଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଗାଆରେ ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ସହ ପ୍ରଦୂଷଣ ନିୟନ୍ତ୍ରଣ ପୋତ ‘ସମୁଦ୍ର ପ୍ରତାପ’କୁ ସାମିଲ କରିଛନ୍ତି। ଗୋଆ ସିପୟାର୍ଡ ଲିମିଟେଡ (ଜିଏସଏଲ)ରେ…

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆଲୋଚନା ଦ୍ବାରା ସବୁ ସମାଧାନ…

ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ବିଜେଡି ନେତାଙ୍କ ମେଳି, ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି

ସାଧାରଣ ନର୍ବାଚନରେ ପରାଜୟ ପରଠୁ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡ଼ିଛି। ଦଳ ଅନ୍ୟ କାହାର ଇଙ୍ଗିତରେ ପରିଚାଳିତ ହେଉଥିବା ଅଭିଯୋଗ ଆଣି ଅନେକ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଦଳୀୟ ନେତାଙ୍କ ମେଳି ମଧ୍ୟ ବେଶ୍‌…