Browsing Tag

#odisha

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ କରିବେ । ଆସନ୍ତା ଜୁନ ୨୯ ତାରିଖରେ ରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବାକୁ ଯାଉଛି । ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ଆଜି ଦଇତାପତି ମାନେ…

ଆଜିର ରାଶିଫଳ

ମେଷ- ଆର୍ଥିକ କ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ଆରମ୍ଭ କରିବାକୁ ଦିନଟି ଅନୁକୂଳ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେ ରୁହନ୍ତୁ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ। ବୃଷ- ଘରେ ଶୁଭ କାର୍ଯ୍ୟର ଆଲୋଚନା…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂସ ଆନିମେଟେଡ୍ ଫିଲ୍ମକୁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ବିରୋଧ,ରିଲିଜକୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅପଭ୍ରଂସ ଆନିମେଟେଡ୍ ଫିଲ୍ମକୁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ବିରୋଧ । ବିକୃତ ଏବଂ କାଳ୍ପନିକ ଉପସ୍ଥାପନା କରାଯାଇଥିବା କହିଲେ ଗଜପତି ମହାରାଜା । ଜୁଲାଇ ୧୦ରେ ରିଲିଜକୁ ବନ୍ଦ ରଖିବାକୁ ପ୍ରଯୋଜନା ସଂସ୍ଥାକୁ କଲେ ଅନୁରୋଧ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଆଗାମୀ ଶନିବାର ମହାକାଶ ବିଜ୍ଞାନୀଙ୍କ ପାଇଁ ରୋମାଞ୍ଚକର ମୁହୂର୍ତ୍ତ,ପୃଥିବୀ ଆଡ଼କୁ ମାଡିଆସିବ ବିଶାଳକାୟ ଗ୍ରହାଣୁ-…

ଆଗାମୀ ଶନିବାର ମହାକାଶ ବିଜ୍ଞାନୀଙ୍କ ପାଇଁ ରୋମାଞ୍ଚକର ମୁହୂର୍ତ୍ତ। ପୃଥିବୀ ଆଡ଼କୁ ମାଡିଆସିବ ବିଶାଳକାୟ ଗ୍ରହାଣୁ। ପ୍ରାୟ ପାଞ୍ଚଟି କ୍ରୁଜ୍ ଜାହାଜର ଆକାରର। ଆମ ଗ୍ରହର ବହୁତ ନିକଟ ଦେଇ ଗତି କରିବ। ଏନେଇ ଘୋଷଣା କରିଛି ୟୁରୋପୀୟ ମହାକାଶ ସଂସ୍ଥା (ESA)। ଏହି ଗ୍ରହାଣୁର 1997 NC1 ନାମ…

ପୁସ୍ତକ ତ୍ରୁଟିକୁ ନେଇ ମୋ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ କରୁଛି – ମୁଖ୍ୟମନ୍ତ୍ରୀ…

୨ ସପ୍ତାହ ହେଲାଣି ବହିରେ ତ୍ରୁଟିକୁ ନେଇ ସାରା ରାଜ୍ୟ ହୁଲ୍‌ସ୍ତୁଲ୍‌ ହେଉଛି । ୪୦ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ନେଇ ଠିଆ ହୋଇଛି ପ୍ରଶ୍ନ ଚିହ୍ନ । ଅଭିଭାବକ ଚିନ୍ତାରେ । ଶିକ୍ଷକ ଚିନ୍ତାରେ । ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ । ସମସ୍ତଙ୍କ ମନରେ ଅସନ୍ତୋଷ ।  ଏମିତି ସ୍ଥିତିରେ ପୁସ୍ତକ…

୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି…

୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପିଏମ୍ ମୋଦି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରଛନ୍ତି । ଏହା ସହିତ ଜାତୀୟ ଶିକ୍ଷା ନୀତିର ସଫଳ…

ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଦୁଇଜଣ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ,ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି

ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଦୁଇଜଣ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପୀତାମ୍ବର ଜୁଆଙ୍ଗଙ୍ଗ ଝିଅ ରୀତା ଜୁଆଙ୍ଗ ଓ ବାଂଶପାଣି ବ୍ଲକ୍ ଗୋନାସିକା ପଞ୍ଚାଯତ ତଳରାଇଡିହା…

ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ,ସ୍ବାଭାବିକଠାରୁ ଅଧିକ ବର୍ଷା ସମ୍ଭାବନ

ଜୁଲାଇ ୨ ତାରିଖ ବେଳକୁ ରାଜ୍ୟରେ ର ଲଘୁଚାପ ସୃଷ୍ଟି ହୋଇପାରେ । ୩୦ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପ ସାଗ ପ ସାଗରରେ ଏହା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। କିନ୍ତୁ ୧ ତାରିଖ ଯାଏ ରାଜ୍ୟରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ। ୨ରୁ ୮ତା…

ଆଜିର ରାଶିଫଳ

ମେଷ : ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ । ବୈବାହିକ ସୁଖ ବୃଦ୍ଧି ପାଇବ । ଆପଣଙ୍କ ବ୍ୟବସାୟ ବିସ୍ତାରିତ ହେବ । ଆପଣଙ୍କୁ ଲାଭ ପାଇଁ ସୁଯୋଗ ମିଳିବ । ବ୍ୟବସାୟ ପାଇଁ ଆପଣଙ୍କୁ ବିଦେଶ ଯାତ୍ରା କରିବାକୁ ପଡ଼ିପାରେ । ବନ୍ଧୁମାନଙ୍କଠାରୁ ଆପଣଙ୍କୁ ସମର୍ଥନ ମିଳିବ । ବୃଷ : ଆପଣ…

୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା,୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର – ମିଳିତ ଭାବେ,…

୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଉଭୟ ବର୍ଷ ପାଇଁ ୩୨ଟି ଲେଖାଏଁ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କୃତ ହେବାକୁ ଯାଉଥିବା କଳାକାର ୭ ଜଣ ଜୁରିଙ୍କ ଦ୍ଵାରା ମନୋନୟନ ହୋଇଛନ୍ତି । ଏନେଇ…