ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧଓ୍ୱନ
ପୂର୍ବତନ ଭାରତୀୟ କ୍ରିକେଟର । ଶିଖର ଧଓ୍ୱନ, ଗବ୍ବର ଭାବେ ବେଶ ଜଣାଶୁଣା । ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ଏହି ପୂର୍ବତନ ଓପନର । ପୁଣିଥରେ ହାତକୁ ଦିହାତ ହେବେ ସଂସାର ଗଢିବେ । ତାଙ୍କର ବହୁ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ତଥା ଆୟରଲ୍ୟାଣ୍ଡର ମଡେଲ ସୋଫି ସାଇନ୍ଙ୍କୁ ଖୁବ୍ ଶୀଘ୍ର ବିବାହ…