ପେଟ୍ରୋଲ ଦର ଏବେ କମିବନି ବୋଲି ସ୍ପଷ୍ଟ କଲେ ତୈଳ ମନ୍ତ୍ରୀ ହରଦୀପ ସିଂହ
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଶସ୍ତା ହୋଇଥିଲେ ମଧ୍ୟ ତାହାର ଲାଭ ଏତେଶୀଘ୍ର ଗ୍ରାହକମାନଙ୍କୁ ମିଳିବ ନାହିଁ। ପେଟ୍ରୋଲ ଦର ଏବେ କମିବନି ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆଉ କିଛି ସପ୍ତାହ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ନିମ୍ନସ୍ତରରେ…