Browsing Tag

#metro tv

ଆସୁଛି ବର୍ଷା: ଅବପାତର ରୂପ ନେଲା ଲଘୁଚାପ

ଆସୁଛି ପୁଣି ବର୍ଷା, ସଂଧ୍ୟା ସୁଦ୍ଧା ପୁଣି ଲଘୁଚାପ ବର୍ଷା ଓଡ଼ିଶାରେ ହେବ । ଆଇଏମଡି ଡିଜି ଏନେଇ ସୂଚନା ଦେଇଛନ୍ତି । ସଂଧ୍ୟାରେ ବାଲେଶ୍ୱର ଦେଇ ଗତି କରିବ ବର୍ଷା । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶ ଦେଇ ଯିବ ଅବପାତ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ

ହିଂସା ପାଇଁ ଡ୍ରୋନରେ ଅସ୍ତ୍ର ପଠାଉଛି ପାକିସ୍ତାନ

ଜମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନ ଏବେ ନୂଆ ରଣନୀତି ଆରମ୍ଭ କରିଛି । ଆତଙ୍କବାଦୀମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଏବେ ଡ୍ରାେନର ବ୍ୟବହାର କରୁଛି । । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପାଞ୍ଚଟି ଜିଲ୍ଲାରେ ଯାଞ୍ଚ ଆରମ୍ଭ

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫

ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଚର୍ଚା ଜୋରଦାର

ଜି-୨୩ ଗୋଷ୍ଠୀର ନେତୃତ୍ବ ନେଉଥିବା ଗୁଲାମ ନବୀ ଆଜାଦ ଏବେ ବି ଅସନ୍ତୁଷ୍ଟ ଥିବା ଜଣାପଡିଛି । ତାଙ୍କୁ ଦିଆଯାଇଥିବା ଦାୟିତ୍ବରୁ ସେ ଇସ୍ତଫା ଦେଇଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ପଦବୀ ଯାହାକୁ ଦିଆଯାଉଛି ସେ ନେଇ ଆଲୋଚନା ହେଉନଥିବା ସେ ଅଭିଯୋଗ କରିଛନ୍ତି ।

ଦୁଷ୍ୟନ୍ତ ଚୌଟାଲାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କହିଲା ଜେଜେପି!

ବିହାର ପରେ ଏବେ ହରିୟାଣା ବିଜେପିକୁ ଝଟ୍‌କା। ହରିୟାଣାରେ ମେଣ୍ଟକୁ ଜେଜେପି ବ୍ଲାକମେଲ କରିବାରେ ଲାଗିଛି । ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କଲେ ଜେଜେପିର ପ୍ରଦେଶ ଅଧ୍ୟକ୍ଷ ନିଶାନ ସିଂହ। ରାଜ୍ୟର ସବୁ ପାର୍ଟିର

ଘାଟି ତଳକୁ ଖସିପଡିଲା ବସ ୬ ଜଣ ଯବାନଙ୍କର ମୃତ୍ୟୁ

ଜମ୍ମୁକଶ୍ମୀରରେ ଆଜି ଦୁଇଟି ବଡଧରଣର ଅଘଟଣ ଘଟିଛି । ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ଷେଓ ତୋଳିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରିଥିବା ବେଳେ ପହଲଗାଁରେ ବସ ଦୁର୍ଘଟଣାରେ 6 ଜଣା ସୈନିକଙ୍କର ମୃତ୍ୟୁ ଘଟିଛି । ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ) ଯବାନମାନଙ୍କୁ

ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଓଡ଼ିଆ ଅନୁବାଦ । ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । କେବଳ ଭାରତର ପ୍ରତ୍ୟେକ କୋଣରେ ନୁହେଁ, ବରଂ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଆଜି କୌଣସି ନା କୌଣସି

ତେଜସ୍ବୀଙ୍କୁ ମିଳିଲାନି ଗୃହ ବିଭାଗ, ନୀତିଶ ଦେଲେ ସ୍ବାସ୍ଥ୍ୟ ବିଭାଗ

ବିହାରରେ ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ମହାଗଠବନ୍ଧନରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ତେବେ ତେଜସ୍ବୀ ଯାଦବ ଚାହୁଁଥିଲେ ଗୃହ ବିଭାଗ ନେବା ପାଇଁ । କିନ୍ତୁ ନୀତିଶ ତାଙ୍କ ପାଖରେ ଗୃହ ବିଭାଗ ରଖିଛନ୍ତି । ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାସ୍ଥ୍ୟ

ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ବନ୍ୟା ସ୍ଥିତି ସମୀକ୍ଷା: ସତର୍କ ରହିବାକୁ ପରାମର୍ଶ

ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦର ଜଳସ୍ତର ବୃଦ୍ଧି ପାଉଥିବାରୁ ମହାନଦୀରେ ବନ୍ୟା ଆସିବାକୁ ନେଇ ଆଲୋଚନା ହୋଇଛି ।