Browsing Tag

#metro tv

ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ତିଖିରି ସରପଞ୍ଚ ଚାମେଲି ଓଝା,ମହାକାଳପଡ଼ା IIC ଓ BDOଙ୍କ ବିରୋଧରେ…

ଏଥର କେନ୍ଦ୍ରାପଡ଼ା ନୁହେଁ, ରାଜଧାନୀ ଭୁବନେଶ୍ବରରେ ନ୍ୟାୟ ମାଗିବେ ଚାମେଲି ।  ଆସନ୍ତାକାଲି ଭୁବନେଶ୍ବର ଲୋୟର ପିଏମଜିରେ ଅନଶନରେ ବସିବେ ତିଖିରି ସରପଞ୍ଚ ଚାମେଲି ଓଝା ।  ମହାକାଳପଡ଼ା IIC ଓ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ କରିବେ ଚାମେଲି ।  ସୋସିଆଲ ମିଡିଆରେ ଏକ…

ଷ୍ଟ୍ରିଟ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ, ୨ ମୃତ ୪ ଆହତ

କାନାଡର ଟୋରଣ୍ଟୋରେ ଏକ ଷ୍ଟ୍ରିଟ୍ ଫେଷ୍ଟିଭାଲ ସମୟରେ ଗୁଳିକାଣ୍ଡ ଘଟଣା ଘଟିଥିବା ସୂଚନା ମିଳୁଛି ।  ଏହି ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି । ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।…

ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ ସାମିଲ ହେଲା ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହାସହିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ…

ସୁସ୍ଥ ହୋଇଛନ୍ତ ମହାପ୍ରଭୁ,ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ

ସୁସ୍ଥ ହୋଇଛନ୍ତ ମହାପ୍ରଭୁ । ଅଣସରର ତ୍ରୟୋଦଶୀ ତିଥିରେ ସ୍ୱତନ୍ତ୍ର ରାଜପ୍ରସାଦ ବିଜେ ନୀତି ସହ ଆଦ୍ୟ ସେବକ ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ସନ୍ଦେଶ ଦେଇଛନ୍ତି ସେବାୟତ । ଶ୍ରୀଅଙ୍ଗରେ ଲାଗି ପ୍ରସାଦକୁ ଗଜପତିଙ୍କୁ ଅର୍ପଣ କରାଯାଇଛି । ଏଥିସହ ଆସନ୍ତା ରଥଯାତ୍ରାକୁ ଶୃଙ୍ଖଳିତ…

Realme Narzo 100x 5Gର Xରେ ଫୋନ୍‌ର ଏକ ଟିଜର୍ ରିଲିଜ , ଆସନ୍ତୁ ଜାଣିବା ଏହାର ଫିଚର୍ସ

ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ Realme Narzo 100x 5G । କମ୍ପାନୀ ଏହି ଆଗାମୀ ଫୋନ୍ ଲଞ୍ଚ ହେବା କଥା ନିଶ୍ଚିତ କରିଛି । କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫୋନ୍‌ର ଏକ ପୋଷ୍ଟର ଟିଜର୍ ଲଞ୍ଚ କରିଛି । ପୂର୍ବରୁ, କମ୍ପାନୀ ଭାରତୀୟ ବଜାରରେ Narzo 100 Lite ଲଞ୍ଚ କରିସାରିଛି ।…

ଦ୍ବିତୀୟ ବିବାହ କରିବେ ପ୍ରସିଦ୍ଧ ଟିଭି ଅଭିନେତା ୪୧ ବର୍ଷୀୟ ଅଭିନେତା ଜୟ ଭାନୁଶାଳୀ

ପ୍ରସିଦ୍ଧ ଟିଭି ଅଭିନେତା ଜୟ ଭାନୁଶାଳୀ ଦ୍ବିତୀୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ୪୧ ବର୍ଷୀୟ ଅଭିନେତା ଜୟ ଭାନୁଶାଳୀ ବର୍ତ୍ତମାନ ଏକାକୀ ଜୀବନଯାପନ କରୁଛନ୍ତି। ଜୟ ଏବଂ ମାହି ଭିଜଙ୍କ ୧୪ ବର୍ଷର ବୈବାହିକ ଜୀବନ ଶେଷ ହୋଇଯାଇଛି। ଏହି ବର୍ଷ ଆରମ୍ଭରେ, ଏହି ଦମ୍ପତି ଏକ ମିଳିତ ବିବୃତି…

ଫିଫା ବିଶ୍ୱକପ୍ ୨୦୨୬, ୯୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଫିଫା ରାଙ୍କିଙ୍ଗର ଶୀର୍ଷ ଚାରି ଦଳ

ଫିଫା ବିଶ୍ୱକପ୍ ୨୦୨୬ ଏବେ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି । ୯୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଫିଫା ରାଙ୍କିଙ୍ଗର ଶୀର୍ଷ ଚାରି ଦଳ – ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍ ଏବଂ ଇଂଲଣ୍ଡ ଏକାଠି ସେମିଫାଇନାଲରେ ପହଞ୍ଚିଛନ୍ତି । କ୍ୱାର୍ଟର ଫାଇନାଲ୍‌ରେ ଫ୍ରାନ୍ସ ୨-୦ ଗୋଲରେ…

କାତାରର ପୂର୍ବତନ ଆମୀର ଶେଖ ହମାଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର ଦେହାନ୍ତ,ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ଆଜି ସକାଳେ କାତାରର ପୂର୍ବତନ ଆମୀର ଶେଖ ହମାଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର ଦେହାନ୍ତ ହୋଇଛି । ସେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କାତାରର ସରକାରୀ ଖବର ସଂସ୍ଥା ତାଙ୍କ ଦେହାନ୍ତକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ମୃତ୍ୟୁ କାରଣ ପ୍ରକାଶ କରାଯାଇନାହିଁ ।…

ବଙ୍ଗୋପସାଗରରେ ଭୂକମ୍ପ ଝଟକା,ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ

ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଝଟକା । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂମିକମ୍ପର ପ୍ରଭାବ ବିଶାଖାପାଟଣା ସହର ଏବଂ ଆଖପାଖ ଅଞ୍ଚଳରେ ସବୁଠାରୁ ଅଧିକ ଅନୁଭୂତ ହୋଇଥିଲା। ସହରର ଅନେକ ସ୍ଥାନରେ ଅନୁଭୂତ ହୋଇଛି । ଫଳରେ ଭୂକମ୍ପ ଭୟରେ ଲୋକମାନେ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ ।…

ଓମାନ ଉପକୂଳରେ ଜାହାଜ ଉପରେ ଆକ୍ରମଣ,୧୦ ଭାରତୀୟ ନାଗରିକ ଉଦ୍ଧାର ଜଣେ ମୃତ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଶାନ୍ତି ଚୁକ୍ତି ବାତିଲ ହୋଇଛି । ପରସ୍ପର ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି । କେହି କାହାରିକୁ ଛାଡୁ ନାହାଁନ୍ତି । ହର୍ମୋଜ୍ ବନ୍ଦ ହୋଇଗଲାଣି । ଏସବୁ ଭିତରେ ଓମାନ ଉପକୂଳରେ ଏକ ଜାହାଜ ଉପରେ ଆକ୍ରମଣ ହୋଇଛି । ଯାହାକୁ ଭାରତୀୟ…