Browsing Tag

#metro tv

ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ ଷ୍ଟାର୍ସର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ

ସ୍କୁଲ ଶିକ୍ଷାକୁ ମଜଭୂତ୍ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ଆସନ୍ତା ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଠାରେ ଷ୍ଟାର୍ସ(ଷ୍ଟ୍ରେନ୍ଦେନିଂ ଟିଚିଂ-ଲର୍ଣ୍ଣିଂ- ଆଣ୍ଡ୍ ରେଜଲ୍ଟ ଫର୍ ଷ୍ଟେଟ୍ସ)…

ପୁଲୱାମା ଆକ୍ରମଣରେ ସହିଦମାନଙ୍କ ବଳିଦାନକୁ କେବେ ଭୁଲିବ ନାହିଁ ଦେଶ

ପୁଲୱାମା ଆକ୍ରମଣକୁ ୪ ବର୍ଷ ପୁରିଛି ।  ସହିଦମାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ । ଏହି ଉପଲକ୍ଷେ ସିଆରପିଏଫ ପକ୍ଷରୁ ସହିଦ ବୀର ଯବାନଙ୍କୁ ମନେ ପକାଇବା ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯାଇଛି । ଆଜି ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସହିଦମାନଙ୍କୁ ଲୁହ ଛଳ ଛଳ ଆଖିରେ…

ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି

ଭାରତୀୟ ବ୍ୟାଟର୍‌ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ ଆର୍‌ସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ…

ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି

 ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କହିଛନ୍ତି ଯେ ଭାରତର ବଜେଟ୍‌ ଉପରେ ପୂରା ବିଶ୍ବର ଦୃଷ୍ଟି ରହିଛି। https://twitter.com/narendramodi/status/1620287102880743425?s=20&t=QsYGmCxZGuXRZ5K-myZMnQ ଏବର୍ଷ ବଜେଟ୍‌ ପୂର୍ବରୁ…

ମୋଗଲ ଗାର୍ଡେନର ନାମ ହେଲା ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ବହୁ ଦିନ ପରେ  ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ସ୍ବାଧୀନତାର 75 ବର୍ଷ ପରେ ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଉଦ୍ୟାନର ନାମକୁ 'ଅମୃତ ଉଦ୍ୟାନ ନାମକରଣ କରାଯାଇଛି ।  କେନ୍ଦ୍ର ସରକାର ଏହି ନାମ ପରିବର୍ତ୍ତନ କରିବା ନେଇ ନିର୍ଦେଶନାମା ଘୋଷଣା…

ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ

ଭୁବନେଶ୍ବର : କଂଗ୍ରେସ ସୁଦୃଢ଼ କରାଯିବା ପାଇଁ ରାଜ୍ୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ନିର୍ବାଚନ ପୂର୍ବରୁ ଦଳକୁ ପୁଣି ଏକଜୁଟ କରିବା ପାଇଁ  ଆସନ୍ତା ୬ତାରିଖରେ ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ‘ଭାରତ ଯୋଡ଼ୋ’ ଅଭିଯାନ ପରେ ‌କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାଥ…

ଭାରତ ୧୬ ରନ୍‌ରେ ଶ୍ରୀଲଙ୍କାଠୁ ହାରିଲା

ପୁଣେ: ଭାରତ ୧୬ ରନ୍‌ରେ ଶ୍ରୀଲଙ୍କାଠୁ ହାରିଲା । ପୁଣେରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ୧୬ ରନ୍‌ରେ ପରାସ୍ତ ହୋଇଛି ।  ଶ୍ରୀଲଙ୍କା ୨୦୬ ରନ କରି ୬ଟି ଉଇକେଟ ହରାଇଥିଲା  ।  ନିଶାଙ୍କ ଓ କୁସାଲ ମେଣ୍ଡିସ୍‌ ଆରମ୍ଭରୁ ନିର୍ଦ୍ଧୁମ୍‌ ପ୍ରହାର କରି ପ୍ରଥମ ୱିକେଟ୍‌ରେ ୮୦ ରନ୍‌…

ବ୍ରାଜିଲ୍‌ର ମହାନ ଫୁଟବଲ ଖେଳାଳି ପେଲେଙ୍କ ବିୟୋଗରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ

ସାଓପାଓଲୋ: ବ୍ରାଜିଲର ମହାନ ଫୁଲବଲ ଖେଳାଳି ପେଲେଙ୍କ ବିୟୋଗ ଘଟିଛି । ତାଙ୍କ ପରଲୋକରେ ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି ।  କର୍କଟରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ମହାନ ଫୁଟବଲ ଖେଳାଳି ପେଲେଙ୍କ ଦେହାନ୍ତ କୁ ନେଇ ସାରା ବିଶ୍ବର କ୍ରୀଡ଼ା ପ୍ରେମୀ ଶୋକ…

ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାକୁ ମିଳିବ 5G

ଭୁବନେଶ୍ୱର: ମୋବାଇଲ ୟୁଜର ପାଇଁ ଖୁସି ଖବର  । ଆଉ ମାସେ ପରେ ଓଡ଼ିଶାକୁ ଆସିଯାଇଥିବା 5 ଜି । ମାସେ ଭିତରେ ଓଡ଼ିଶାକୁ ମିଳିବ 5G ସେବା। ଆସନ୍ତାବର୍ଷ ଜାନୁଆରୀ ୨୬ ପୂର୍ବରୁ ଓଡ଼ିଶାରେ 5G ସେବା ମିଳିବବୋଲି ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା…

ସରକାରୀ କ୍ୟାଲେଣ୍ଡର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉନ୍ମୋଚିତ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର  ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସର ଛବି…