ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
ବଦଳିଲେ ଖଣ୍ଡପଡ଼ା SDPO । ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ SDPOଙ୍କୁ ବଦଳି କରାଯାଇଛି । ଜିଲ୍ଲା ମୁଖ୍ୟାଳୟକୁ SDPO ମଦନମୋହନ ପ୍ରଧାନଙ୍କୁ ବଦଳି କରିଛନ୍ତି ଏସ୍ପି ଏସ୍ ସୁଶ୍ରୀ । ଫତେଗଡ଼ ଥାନାରେ SDPOଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ।…