Browsing Tag

#metro tv

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ,୨୩ତମ ବିଶ୍ଵକପର ବହୁ ଚର୍ଚ୍ଚିତ ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତ ସ୍ପେନ୍ ଓ…

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୩ତମ ବିଶ୍ଵକପର ବହୁ ଚର୍ଚ୍ଚିତ ଫାଇନାଲ୍ ମୁକାବିଲା ପାଇଁ ପ୍ରସ୍ତୁତ ସ୍ପେନ୍ ଓ ଆର୍ଜେଣ୍ଟିନା । ଗୋଟିଏ ପଟେ ସମଗ୍ର ୟୁରୋପ ଓ ଅନ୍ୟ ପଟରେ କେବଳ ମେସି ଓ ତାଙ୍କ ଆର୍ଜେଣ୍ଟିନା ଦଳ। ସବୁଠି ଆର୍ଜେଣ୍ଟିନାକୁ ସମାଲୋଚନା ଓ ସ୍ପେନଙ୍କୁ ପ୍ରଶଂସା। ୨ଟି ମହାଦେଶର…

ଜମ୍ମୁ କାଶ୍ମୀରରେ ଲଗାତାର ବର୍ଷା ଜାରି,ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଲା…

ଜମ୍ମୁ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି । ଅମରନାଥ ଯାତ୍ରାକୁ ସ୍ଥଗିତ କରିବା ପରେ ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ…

ଚଳିତ ବର୍ଷର ଦ୍ୱିତୀୟ ଦଶମ ବୋର୍ଡ ପରୀକ୍ଷା ଫଳାଫଳ: ବର୍ଷ ମୋଟ ପାସ୍ ହାର ୯୬.୭୮% ରେ ପହଞ୍ଚିଛି

ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଓ ଐତିହାସିକ ପରିବର୍ତ୍ତନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଚଳିତ ବର୍ଷର ଦ୍ୱିତୀୟ ଦଶମ ବୋର୍ଡ ପରୀକ୍ଷା (CBSE Class 10 Second Board Exam 2026)ର ଫଳାଫଳ ପ୍ରକାଶ ପାଇଛି। ଜାତୀୟ ଶିକ୍ଷା ନୀତି (NEP 2020) ଅଧୀନରେ ପ୍ରଥମ…

ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ

ଜନ୍ମବେଦିରେ ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ ଆଉ ଶ୍ରଦ୍ଧାଳୁ । ରବିବାରଠୁ ବାହୁଡା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବେ ଭକ୍ତ । ଜନ୍ମବେଦିରେ ସୋମବାର ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଏହାପୂର୍ବରୁ ରବିବାର…

ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ଲଘୁଚାପ,ବର୍ଷାରେ ଭିଜିବ ୭ ଜିଲ୍ଲା

ରାଜ୍ୟରେ ଧୀରେ ଧୀରେ ଦୁର୍ବଳ ହେଉଛି ଲଘୁଚାପ । ତେବେ ଲଘୁଚାପର ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଜାରି ରହିବ । ଦୁର୍ବଳ ହେଉଛି ଲଘୁଚାପ, ବର୍ଷାରେ ଭିଜିବ ୭ ଜିଲ୍ଲା । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା…

ଏହି ରାଶିମାନେ ଆଜି ଶୀଘ୍ର ଭୁଲ କରିବେ

ମେଷ: ଶୁଭଚିନ୍ତକ ବୋଲି ବିବେଚିତ ଲୋକମାନେ ଆପଣଙ୍କ ପଛପଟେ କ୍ଷତି କରିବାକୁ ଚେଷ୍ଟା କରିବେ । ଅଧ୍ୟୟନ ଦୁର୍ବଳ ରହିବ । ଯୁକ୍ତିତର୍କ କିମ୍ବା ବାଦବିବାଦର ଆଶଙ୍କା ରହିବ । ମାନସିକ ଏବଂ ଶାରୀରିକ ଥକ୍କା ଲାଗିବ । ଶୀଘ୍ର ଭୁଲ କରିବାର ସମ୍ଭାବନା ଅଛି । ଆୟ ଏବଂ ଖର୍ଚ୍ଚ ସ୍ୱାଭାବିକ ହେବ ।…

ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର,ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ଶୁକ୍ରବାର ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଆଜି ଆଡ଼ପ ମଣ୍ଡପେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶନିବାର ସମସ୍ତ ନୀତିକାନ୍ତି ପରେ ୭ଟା ପରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା। ଏହି ସମୟରେ ହୁଳହୁଳି, ଘଣ୍ଟ ବାଦ୍ୟ ଓ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା…

Tecno ଭାରତୀୟ ବଜାରରେ Tecno Camon 50 Ultra 5G ଲଞ୍ଚ କଲା , ଆସନ୍ତୁ ଜାଣିବା ଫିଚର୍ସ

Tecno ଭାରତୀୟ ବଜାରରେ Tecno Camon 50 Ultra 5G ଲଞ୍ଚ କରିଛି । କମ୍ପାନୀ ଏହି ଫୋନ୍‌ରେ ୫୦MPର ଟ୍ରିପଲ୍ କ୍ୟାମେରା ସେଟ୍ ଅପ୍ ଏବଂ ୬୫୦୦mAh ବ୍ୟାଟେରୀ ସମେତ MediaTek Dimensity 7000 ସିରିଜ୍ ଚିପସେଟ୍ ରହିଛି । ଫିଚର୍ସ : Tecno ର ଏହି ଫୋନରେ ୬.୭୮ ଇଞ୍ଚ ଓ ୧.୫K କର୍ଭଡ୍…

ମହିଳା ହକି ବିଶ୍ବକପ-୨୦୨୬: ୨୦ଜଣିଆ ଭାରତୀୟ ଦଳ ମନୋନୟନ,ସାଲିମା ଟେଟେ ଅଧିନାୟିକା

ନେଦରଲାଣ୍ଡ୍‌ସ ଓ ବେଲଜିୟମରେ ଆସନ୍ତା ଅଗଷ୍ଟ ୧୪ରୁ ୩୦ ପର୍ଯ୍ୟନ୍ତ ଏଫଆଇଏଚ୍‌ ମହିଳା ହକି ବିଶ୍ବକପ-୨୦୨୬ ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ୨୦ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ସାଲିମା ଟେଟେ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଭାରତୀୟ ଦଳ ମନୋନୟନ ନେଇ ସମ୍ଭାବ୍ୟ…

ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ…

ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି । ଏ ନେଇ ସୂଚନା ଦେଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ଶୁକ୍ରବାର ଓ ତା ପୂର୍ବ ଦିନ ବର୍ଷା ପାଇଁ ଜଳବନ୍ଦୀ ପରିସ୍ଥିତି ହୋଇଥିଲା । ସାପୁଆରୁ ପାଣି କମିଲାଣି । ରବିବାର ସକାଳ ସୁଦ୍ଧା ପାଣି ପୂରା କମିଯିବ ।…