ପେଜର ପରେ ୱାକିଟକି ବିସ୍ଫୋରଣ;
ଲେବାନନ୍ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୱକିଟକି ବିସ୍ଫୋରଣ ହୋଇ ୯ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଲେବନାନ୍ ଓ ସିରିୟାରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କ ପେଜର ବିସ୍ଫୋରଣ ହୋଇ ୧୨ ଜଣ ପ୍ରାଣ ହରାଇଥିବାବେଳେ ବୁଧବାର ୱାକିଟକି ବିସ୍ଫୋରଣ ଘଟିଛି।…