ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଉଦଯାପନ
ସେପ୍ଟେମ୍ବର ୧୪ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭୁବନେଶ୍ବର କାର୍ଯ୍ୟାଳୟରେ ମହା ସମାରୋହରେ ପାଳିତ ହେଇଯାଇଛି | ଉଦଯାପନ ଉତ୍ସବ ପ୍ରାରମ୍ଭରେ ଉପମହାନିର୍ଦେଶକ ଶ୍ରୀ ପଙ୍କଜ କୁମାର,…