Browsing Tag

#metro tv

ପାଞ୍ଚଟି ରାଶିରେ ଆଜି ଅଛି ସୁବର୍ଣ୍ଣ ସୁଯୋଗ

ଅଦ୍ୟ ଅକ୍ଟୋବର ମାସ ୦୯ ତାରିଖ ୨୦୨୪ ମସିହା(ବୁଧବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ଷଷ୍ଠୀ ଦିବା ଘ୧୨/୦୦ ଗତେ ସପ୍ତମୀ ନକ୍ଷତ୍ର- ମୂଳା ଚନ୍ଦ୍ର - ଧନୁ ଯୋଗ- ସୌଭାଗ୍ୟ କରଣ - ତୈତିଳ ସୌରମାସ-…

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବିଭାଗର ପ୍ରାଇଭେଟ ସେକ୍ରେଟାରୀ

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ। କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।…

ବର୍ଷକରେ ଗାଜା ପାଲଟିଲା ଭୂତ ସହର

ଇସ୍ରାଏଲ୍‌-ହମାସ୍‌ ର  ଆକ୍ରମଣ ପରେ ଏବେ ଗାଜା ଆଉ ସହର ହୋଇନାହିଁ । ଅନେକ ଅଟ୍ଟାଳିକା ଧ୍ବଂସ ହେବା ପରେ ଆଉ ଯେଉଁ ଘର ରହିଛି ସେଠାରେ କେହି ରହୁନାହାଁନ୍ତି । ପାଣି ନାହିଁ, ବିଜୁଳି ନାହିଁ । କେବଳ ଭୂତ ସହର କୁହାଯାଉଛି ଗାଜାକୁ । ଭଂଗା ଘର ତଳେ ହଜାର ହଜାର ଶବ ପୋତି ହୋଇ ରହିଛି ।…

ଆଜି ୯୨ତମ ଭାରତୀୟ ବାୟୁସେନା ଦିବସ

ପ୍ରତିବର୍ଷ ୮ ଅକ୍ଟୋବରରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ। ଚଳିତବର୍ଷ ଭାରତୀୟ ବାୟୁସେନା ଏହାର ୯୨ତମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଲା ଭାରତୀୟ ବାୟୁସେନାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ଅବଗତ କରାଇବା। ଏହି ଦିନ ଭାରତୀୟ ବାୟୁସେନାର ସେହି ସମସ୍ତ…

ବ୍ୟାଙ୍କ ଅଫ୍‌ ବରୋଦାର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ସଚିନ

ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ ‘ପ୍ଲେ ଦି ମାଷ୍ଟର ଷ୍ଟ୍ରୋକ୍‌’ ଅଭିଯାନର ଶୁଭାରମ୍ଭ କରାଯାଇଛି। ସେହିପରି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି…

ଓଡିଶା କଂଗ୍ରେସ କମିଟି ସଭାପତି ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ହଲ୍‌ଚଲ୍‌

କିଛିଦିନର ବ୍ୟବଧାନ ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପାଇଁ ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ହଲ୍‌ଚଲ୍‌ ଆରମ୍ଭ ହୋଇଛି। ଫୋନ୍ ଜରିଆରେ କଂଗ୍ରେସ କର୍ମୀଙ୍କଠାରୁ ମତାମତ ସଂଗ୍ରହ କରାଯାଉଥିବା ଚର୍ଚ୍ଚା ଚାଲିଛି। ସଭାପତି ପାଇଁ ୩ଟି ନାଁ ଓ ଚଳିତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପଛର କାରଣ…

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଆଜି ଘୋଷଣା ହେବ । ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ପରେ କିଏ ସରକାର ଗଣିବ ସ୍ପଷ୍ଟ ହେବ। ନିର୍ବାଚନ ଫଳ ଜାଣିବା ପାଇଁ ନାଗରିକମାନଙ୍କ ମଧ୍ୟରେ…

ଆଜିର ରାଶିଫଳ

ମେଷ : ଆମତ୍ୀୟଙ୍କ ସହ ଆଜିର ଯାତ୍ରା, କର୍ମାରମ୍ଭ ସାଙ୍ଗକୁ ବନ୍ଧୁମିଳନ ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ହାତ ପାହାନ୍ତାକୁ ସୁବିଧା ସୁଯୋଗ ଆସି ଜୁଟିଯିବ। ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବା ସହ ସ୍ଥଗିତ କାମ ତ୍ୱରାନ୍ବିତ ହେବ। ଭୁଲ୍‌…

ଜମ୍ମୁ କଶ୍ମୀରରେ କିଏ ଗଢ଼ିବ ସରକାର? ବିଜେପି କି କଂଗ୍ରେସ ରାତି ପାହିବାକୁ ଅପେକ୍ଷା

ଜମ୍ମୁ କଶ୍ମୀର କିଏ ସରକାର ଗଢ଼ିବ ? ବିଜେପି ସରକାର ଗଢ଼ିବ କି କଂଗ୍ରେସ ମେଂଟ ! ତେବେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ଏକ ବଡ଼ ବୟାନଦେଇଛନ୍ତି। ସେ କହିଛନ୍ତି, ଆମେ କୌଣସି ସମୟରେ ଭାଜପା ସହିତ ଯିବୁ ନାହିଁ। ଏକଜିଟ ପୋଲ ସହ ଜଡିତ ପ୍ରଶ୍ନ ଉପରେ ଜମ୍ମୁ କଶ୍ମୀରର ପୂର୍ବତନ…

ବର୍ଷେ ବିତିଲା ହମାସ କିପରି କରୁଛି ଯୁଦ୍ଧ ?

2021 ମସିହାରେ ଇସ୍ରାଏଲ ଏକ ଛୋଟ ଯୁଦ୍ଧ କରିଥିଲା ।  11 ଦିନିଆ ଆକ୍ରମଣରେ ହମାସ ଇସ୍ରାଏଲ ଉପରେ 4,300 ରକେଟ ଗୁଳି ଚଳାଇଥିଲା। କିନ୍ତୁ ଇସ୍ରାଏଲ ହମାସ ଉପରେ ବୋମା ମାଡ଼ କରି ଅଣ୍ଟା ଭାଙ୍ଗି ଦେଇଥିଲା । ଏହାପରେ  ହାମାସ ଇସ୍ରାଏଲ ସହିତ ପ୍ରତିଦ୍ୱନ୍ଦ୍ୱିତା…