Browsing Tag

#metro tv

ଚକୋଲେଟ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି…

ସାତ ଦିନିଆ ବିଦେଶ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି

ସାତ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ଆଲଜେରିଆ ଅଭିମୁଖେ ଗସ୍ତ କରିଛନ୍ତି ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ । ଆଲଜେରିଆ ପରେ ରାଷ୍ଟ୍ରପତି ମାରିଟନିଆ ଓ ମାଲାୱି ଗସ୍ତ କରିବେ । ଏହା ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ପ୍ରଥମ ଆଫ୍ରିକୀୟ ରାଷ୍ଟ୍ର ଗସ୍ତ । ଆଲଜେରିଆ ରାଷ୍ଟ୍ରପତି…

ଆଇନ ମନ୍ତ୍ରୀଙ୍କ ବଡ଼ ଘୋଷଣା : ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ

ଶ୍ରୀ ମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ । ଖୁବଶୀଘ୍ର ଏହି ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର । ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାଅ୍ରାସାଦ କୁଡୁଆ ଦିଆଯିବ । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଦାନ…

ଚଳିତବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି

ରାଜଧାନୀରେ ଆଜି ସନ୍ଧ୍ୟାରେ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଏବର୍ଷ ରାଜଧାନୀର ୧୦ଟି ପୂଜା କମିଟିକୁ  ରାବଣ ପୋଡ଼ି ଉତ୍ସବ ଲାଗି ଅନୁମତି ମିଳିଛି । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନହରକଣ୍ଟା, ଝାରପଡ଼ା,…

ଜାମସେଦପୁରର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ରାଜ୍ୟପାଳ ରଘୁବର ଦାସ

ଜାମସେଦପୁର: ନବରାତ୍ରି ପୂଜା ବେଳେ ଝାଡ଼ଖଣ୍ଡରେ  ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି । ନିଜ ପରିବାର ଏବଂ ନାତୁଣୀଙ୍କ ସହିତ  ରଘୁବର ଦାସ ବିଭିନ୍ନ ପୂଜାମଣ୍ଡପ ବୁଲି ଲୋକଙ୍କ ସହ ଆଲୋଚନା କରିଥିଲେ । ପୂଜା ମଣ୍ଡପ ବୁଲିବା ବେଳେ ସ୍ଥାନୀୟ ବେପାରୀଙ୍କ ସହ ମଧ୍ୟ…

ବୋଇଙ୍ଗ କମ୍ପାନି ଚାଲିଛି କ୍ଷତିରେ

ବିମାନ ନିର୍ମାଣ କରୁଥିବା କମ୍ପାନୀ ଏବେ କ୍ଷତିରେ ଚାଲିଛି । ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ।  ବୋଇଙ୍ଗରେ ଏବେ ଛଟେଇ ଖବର ଆସିଛି ।  ବୋଇଙ୍ଗରେ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଧର୍ମଘଟ କରୁଛନ୍ତି । କମ୍ପାନୀକୁ ବହୁତ କ୍ଷତି ସହିବାକୁ ପଡିବାରୁ ଛଟେଇ ପାଇଁ କହିଚି କଂପାନି । ଏହି…

ବିଶାଖାପାଟଣାରେ ଯୁଦ୍ଧ କୈାଶଳ ଶିକ୍ଷା କରୁଛନ୍ତି ଯବାନ

ବିଶାଖାପାଟଣାରେ ମାଲାବାର ନୌସେନାଭ୍ୟାସ ଜାରି ରହିଛି। ମିଳିତ ସମରାଭ୍ୟାସରେ ଭାରତ ନୌସେନା ସହ ଜାପାନ ସେନା ଯୋଗ ଦେଇଛି । ସେହିପରି  ଆମେରିକା ଓ ଅଷ୍ଟ୍ରେଲିଆ ନୌସେନା ଏଥିରେ ସାମିଲ ହୋଇଛନ୍ତି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନମାନେ ଯୁଦ୍ଧ କୈାଶଳ ଶିକ୍ଷା କରୁଛନ୍ତି ।  ଇଷ୍ଟର୍ଣ୍ଣ…

ସାହାରା ମରଭୂମିରେ କାହିଁକି ହେଲା ବନ୍ୟା

ମରୁଭୂମିରେ ବନ୍ୟା । ଆଜ୍ଞା ହଁ ଏପରି ଏବେ ଦେଖିବାକୁ ମିଳିଛି ସାହାରା ମରୁଭୂମିରେ । ଯେଉଁଠି ପାଣି ଟୋପେ ପାଇଁ ଲୋକେ ଡହଳ ବିକଳ ହୁଅନ୍ତି ସେଠାରେ ଏତେ ବର୍ଷା ହୋଇଛି ଯେ ବନ୍ୟା ଆସିଛି । ବର୍ଷା ପାଇଁ ବନ୍ୟା ହୋଇଥିବା କୁହାଯାଉଛି । କେବେ ବି ଅକ୍ଟୋବର ମାସରେ ବର୍ଷା ହୋଇନଥାଏ ।…

ହିରୋ ବନିଲେ ସାମସନ: ବାଂଲାଦେଶକୁ ହରାଇଲା ଟିମ୍ ଇଣ୍ଡିଆ

ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସାମସନଙ୍କ ଧୁଆଁଧାର ବ୍ୟାଟିଂରେ ଘାଇଲା ହୋଇଛି ବାଂଲାଦେଶ ।  ୩ୟ ଟି-୨୦ରେ ବାଂଲାଦେଶକୁ ୧୩୩ ରନରେ ହରାଇ ବିପୁଳ ବିଜୟ ହାସଲ କରିଛି ଭାରତ ।  ଭାରତ ପକ୍ଷରୁ ବାଂଲାଦେଶ ଆଗରେ ୨୯୮ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ବାଂଲାଦେଶ…

କେଉଁ ରାଶିରେ ଆଜି ସମସ୍ୟା ସୃଷ୍ଟି ହେବ ?

ଅଦ୍ୟ ଅକ୍ଟୋବର ମାସ ୧୩ ତାରିଖ ୨୦୨୪ ମସିହା(ରବିବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ ଆଶ୍ୱିନମାସ- ଶୁକ୍ଳପକ୍ଷ ତିଥି- ଦଶମୀ ଦିବା ଘ୦୯/୨୧ ଗତେ ଏକାଦଶୀ ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୩/୪୧ ଗତେ ଶତଭିଷା ଚନ୍ଦ୍ର - ମକର ଦିବା ଘ୦୪/୩୧ ଗତେ…