Browsing Tag

#metro tv

ଜାଣନ୍ତୁ ଆଜି କେଉଁ ରାଶିରେ ଉଚ୍ଚଫଳ ପ୍ରାପ୍ତି ହେବ ?

ମେଷ : ଆଜି ସକାଳୁ ସକାଳୁ ନିଜ କାମରେ ଲାଗିଯିବେ ଏବଂ ଆଶାନୁଯାୟୀ ମଧ୍ୟ ଫଳ ପାଇପାରନ୍ତି। ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗରୁ ସ୍ଥଗିତ କାମ ସମ୍ପନ୍ନ ହେବ। ଘରୋଇ କ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼…

୫୯ତମ ଜନ୍ମଦିନ ପାଳିଲେ ଶାହରୁଖ ଖାନ୍

ଆଜି କିଙ୍ଗ୍‌ ଖାନ୍ ପାଳୁଛନ୍ତି ତାଙ୍କର ୫୯ତମ ଜନ୍ମଦିନ। ବିଗ୍ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର୍ ଶାହରୁଖ ଖାନ୍ ମଧ୍ୟ ତାଙ୍କର ଜନ୍ମଦିନରେ ବାସଭବନ ‘ମନ୍ନତ୍’ ବାହାରେ ଜମା ହୋଇଥିବା ହଜାର ହଜାର ପ୍ରଶଂସକମାନଙ୍କୁ ଦେଖା ଦିଅନ୍ତି, ହାତ ହଲାଇ ଅଭିବାଦନ ଜଣାନ୍ତି। ଜନ୍ମଦିନରେ ଶାହରୁଖ…

ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ

ସୁରଟର ବିଶିଷ୍ଟ ହୀରା ବ୍ୟବସାୟୀ ସବ୍‌ଜୀ ଢୋଲକିଆଙ୍କ ପୁଅ ଦବ୍ୟ ଢୋଲକିଆଙ୍କ ବାହାଘର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ସୁରଟ୍‌ର ସବୁଠୁ ଧନୀ ବ୍ୟକ୍ତିଭାବେ ଜଣାଶୁଣା ଢୋଲକିଆଙ୍କ ପୁଅ ବାହାଘର ଉତ୍ସବ ଗୁଜରାଟର ଦୁଧାଲାରେ ହୋଇଥିଲା। ପ୍ରଧାନମନ୍ତ୍ରୀ ଏଥିରେ…

ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ

ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ଗୀତ ଗାଇବା ଛଡା ବାରରେ ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆସିଥିବା ଗାଇଡ଼ଲାଇନକୁ ଉଲଂଘନ କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ ।…

ମାସର ପ୍ରଥମ ଦିନରେ ବର୍ଷାରେ ଭିଜିଛି ଟ୍ବିନ୍‌ ସିଟି

ମାସର ପ୍ରଥମ ଦିନରେ ବର୍ଷାରେ ଭିଜିଛି ଟ୍ବିନ୍‌ ସିଟି କଟକ-ଭୁବନେଶ୍ୱର। ସକାଳୁ ସକାଳୁ ଏହି ଦୁଇ ସହରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଭୋର୍‌ରୁ ପାଗ ଭଲ ଥିବାବେଳେ ହଠାତ୍‌ ବର୍ଷା ଆରମ୍ଭ ହୋଇଛି। ଏବେ ବି ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ…

ଦୀପାବଳି ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋହନ ମାଝି

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆରେ ସେ ଟୁଇଟ୍ କରି କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର…

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଲୌହମାନବନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଗୁଜରାଟରେ ସ୍ୱତନ୍ତ୍ର…

ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ କୋହଳି

ଆଇପିଏଲ୍‌ର ଆଗାମୀ ଋତୁରେ ତାରକା ଭାରତୀୟ ଖେଳାଳି ବିରାଟ କୋହଲି ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଦଳର ଅଧିନାୟକ ପଦକୁ ଫେରିବେ। ଏଭଳି ସଙ୍କେତ ଏହି ଦଳ ପକ୍ଷରୁ ଦିଆଯାଇଛି। ଅଧିନାୟକ ପଦ ପାଇଁ ଆର୍‌ସିବି ଯୁବ ଭାରତୀୟ ତାରକା ଶୁବମନ୍ ଗିଲଙ୍କ ସହ କଥାବାର୍ତ୍ତା ଆରମ୍ଭ…

ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ

ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4 ବର୍ଷ ପୂର୍ବରୁ ଯେପରି ପାଟ୍ରୋଲିଂ ହେଉଥିଲା, ସେହି ଧାରା ପୁନଃ ଆରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌…

ପବିତ୍ର କାଳୀପୂଜା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି…