Browsing Tag

#metro tv

ବିହାର ବିଧାନସଭା ନିର୍ବାଚନ ଫଳାଫଳ : ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ

ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି ।  ପ୍ରଥମେ ପୋଷ୍ଟାଲ ବାଲଟ ଗଣିତ କରାଯାଉଛି । ବିହାର ବିଧାନସଭାରେ ୨୪୩ଟି ଆସନ ଅଛି ଏବଂ ବହୁମତ ସଂଖ୍ୟା ୧୨୨।…

ଆଜି ନୂଆପଡ଼ା ଫଳାଫଳ: ଜନତା ପାଇବେ ନୂଆ ବିଧାୟକ

ନୂଆପଡ଼ା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଆଜି ହେଉଛି। ଷ୍ଟ୍ରଙ୍ଗ ରୁମରେ ସିଲ୍‌ ହୋଇଥିବା ଇଭିଏମ୍‌ ଖୋଲୁଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେଉଛି ଏବଂ ଭୋଟ୍‌ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ।  ଭୋଟ୍‌ ଗଣତି ନେଇ…

ଆଜିର ରାଶିଫଳ

ମେଷ: ନିଜର କାର୍ଯ୍ୟ ଭଲ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାରବାରରେ ନିକଟ ସଂପର୍କିୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ବୃଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ‌ବନ୍ଧୁବର୍ଗର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ।…

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁସଂଖ୍ୟା ଏବେ ୧୨ରୁ ୧୩କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା ୩୫ ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବିଲାଲ ଗୁରୁତର…

ପ୍ରତିଶୋଧ” ନେବାକୁ ଚାହୁଁଥିଲେ ଆତଙ୍କବାଦୀ ?

ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ, ୨୦୨୫ ଜାନୁଆରିରୁ ଏହି ଆତଙ୍କବାଦୀ ଷଡ୍‌ଯନ୍ତ୍ର ରଚାଯାଉଥିଲା। ଡିସେମ୍ବର ୬ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ୧୯୯୨ ମସିହାର…

ପୁଣି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କଲେ ପ୍ରିୟଙ୍କା ଚୋପ୍ରା

ପୁଣି ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କଲେ ପ୍ରିୟଙ୍କା ଚୋପ୍ରା । ସାଉଥ ନିର୍ଦ୍ଦେଶକ ଏସଏସ ରାଜାମୌଲି ଓ ମହେଶ ବାବୁଙ୍କ ଫିଲ୍ମ 'ଏସଏସଏମବି୨୯'ରେ ନଜର ଆସିବେ । ଗତକାଲି ଅର୍ଥାତ ନଭେମ୍ୱର ୧୨ରେ ଅନଟାଇଟଲ୍ଡ ଫିଲ୍ମ Globe troterରୁ ତାଙ୍କ ଫାଷ୍ଟ ଲୁକ ରିଲିଜ ହୋଇଛି । ଏନେଇ ସୋସିଆଲ…

ଦୁଇଟି ନୂଆ ବାଇକ୍ ଲଞ୍ଚ କଲା ୟାମାହା

ଲୋକପ୍ରିୟ ବାଇକ କମ୍ପାନି  ଭାରତରେ ଏହାର ଦୁଇଟି ନୂଆ ବାଇକ୍ ଲଞ୍ଚ କରିଛି। ବୁଧବାର କମ୍ପାନି Yamaha FZ Rave ଏବଂ Yamaha XSR 155 ବାଇକ୍ ଲଞ୍ଚ କରିଛି।  FZ Rave କମ୍ପାନିର ଲୋକପ୍ରିୟ FZ ସିରିଜ୍ ଅଂଶ ହୋଇଥିବାବେଳେ, ବହୁ ପ୍ରତୀକ୍ଷିତ Yamaha XSR 155 ଏବେ ବଜାରକୁ ଓହ୍ଲାଇଛି।…

କଟକ ବାଲିଯାତ୍ରାରେ ଅଘଟଣ,୫୦ ଫୁଟ ଉଚ୍ଚରେ ଅଟକିଗଲା ହାମର ଦୋଳି , ଝୁଲୀ ରହିଲେ ଦର୍ଶକ

କଟକ ବାଲିଯାତ୍ରାର ଅଷ୍ଟମ ଦିନରେ ବଡ଼ ଅଘଟଣ । ମଝି ଆକାଶରେ ଅଟକିଗଲା ଦୋଳି । ଦୀର୍ଘ ଅଢେ଼ଇ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଉଦ୍ଧାର ହୋଇଛନ୍ତି ସମସ୍ତ ଦର୍ଶକ । ଦୋଳିରୁ ସୁରକ୍ଷିତ ଉଦ୍ଧାର ହେଲେ ଫଶିଥିବା ସମସ୍ତ ବ୍ୟକ୍ତି । ପାଖାପାଖି ୫୦ ଫୁଟ ଉଚ୍ଚରେ ଫଶି ରହିଥିଲେ ୮ ଜଣ ବ୍ୟକ୍ତି । ତେବେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି,ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ। ଏହି ବିଶେଷ ନୀତି ପାଇଁ ଭକ୍ତମାନେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ, ଏହି ଦିନ ହେବ ସାନି ପରୀକ୍ଷା

ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ । ଡିସେମ୍ୱର ୭ରେ ହେନ ସାନି ମୁଖ୍ୟ ଲିଖିତ ପରୀକ୍ଷା । ଏଏସଓ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା…