Browsing Tag

#metro tv

ସଂସଦର ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ

ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଲୋକ ସଭାରେ…

2 ଦିନ ପରେ ବଢିବ ତାପମାତ୍ରା

ରାଜ୍ୟରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୪.୦ ଡିଗ୍ରୀ ସେଲସିୟସ୍‌ ଏବଂ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ତେବେ ପରବର୍ତ୍ତୀ ଦୁଇଦିନ ତାପମାତ୍ରା…

ମହାକୁମ୍ଭରେ ଦଳଚକଟାରେ ୧୦ରୁ ଉର୍ଦ୍ଧ ମୃତ୍ୟୁ, ଶତାଧିକ ଆହତ

ଆଜି ମୌନୀ ଅମାବାସ୍ୟା ଅବସରରେ ମହାକୁମ୍ଭମେଳାର ସଙ୍ଗମ ସ୍ଥଳରେ ଦଳାଚକଟା ହୋଇଛି। ଏହି ଦୁର୍ଘଟଣାରେ ଅନେକ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧୦ ଜଣଙ୍କ ମୃତୁଦେହ ଏପର୍ଯ୍ୟନ୍ତ ମିଳିଥିବା ଅନୁମାନ କରାଯାଉଛି, କିନ୍ତୁ ଆହୁରି ମୃତ୍ୟୁ ଆଶଙ୍କା କରାଯାଉଛି |ଅନେକ ଭକ୍ତ ଆହତ…

ଜାଣନ୍ତୁ ଆଜି ଦିନଟି କେମିତି କଟିବ ?

ମେଷ : ବାହାର ଦୁନିଆରେ ଯେତେ ସମ୍ମାନ ଓ ପ୍ରଶଂସା ପାଇଲେ ମଧ୍ୟ ନିଜ ଲୋକଙ୍କ ଅସହିଷ୍ଣୁ ମନୋଭାବରୁ ଦୁଃଖତ୍ତ ରହିବେ। ବନ୍ଧୁଙ୍କ ସହାୟତାରେ ଅର୍ଥ ପାଇବା ସହ କାମ ଅଟକିବ ନାହିଁ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ବସି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। କୃତ୍ତିକା ନକ୍ଷତ୍ର ସକାଶେ…

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏବେ  ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ ହୋଇଛନ୍ତି । ଅଳ୍ପଦିନ ତଳେ…

ବାସି ପଖାଳ ଖାଇ 22 ପିଲା ଅସୁସ୍ଥ

ବାସି ଖାଦ୍ୟ ଖାଇ ୨୨ ଜଣ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ଆଦର୍ଶ ବିଦ୍ୟାଳୟର ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେଲକୋଇ ବ୍ଲକ ଓରିଆ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ଥିବା ଛାତ୍ରୀମାନେ ବାସି ପଖାଳ ଖାଇବା ପରେ ଅସୁସ୍ଥ ହୋଇଛନ୍ତି…

୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ ଶେହନାଜ୍‌ କୌର ଗିଲ୍‌

ପଞ୍ଜାବର କ୍ୟାଟ୍ରିନା ଭାବେ ବେଶ ଜଣାଶୁଣା ଅଭିନେତ୍ରୀ ଶେହନାଜ୍‌ କୌର ଗିଲ୍‌ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ଏକ ବିଶେଷ ଢଙ୍ଗରେ ଅଭିନେତ୍ରୀ ଶେହନାଜଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଭାଇ ଶାହାବାଜ୍‌ । ଇନଷ୍ଟାଗ୍ରାମରେ ଶାହାବାଜ୍‌ ଏକ ଭିଡିଓ ସେୟାର କରିଛନ୍ତି ।  ଶାହାବାଜ୍‌…

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ , ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ପୁଣି ତଳ ମୁହାଁ ହୋଇଛି। ନିବେଶକମାନେ ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୮୧୮ ପଏଣ୍ଟ ହ୍ରାସ ପାଇ ୭୫,୨୭୩ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୨୫୭ ପଏଣ୍ଟ ହ୍ରାସ ପାଇ ୨୨,୮୩୪ ପଏଣ୍ଟରେ ବନ୍ଦ ହୋଇଛି।…

ବିକାଶର ଶିଖର ଛୁଇଂବ ଓଡିଶା : ମୋଦୀ

ବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ  ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ | ଜନତା ମୈଦାନରେ ଆୟୋଜିତ ବିଶାଳ…

ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ପଥରମାଡ଼

ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ ଉପରେ ମଧ୍ୟପ୍ରଦେଶର ହରପାଲପୁରରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ କେବଳ ଟ୍ରେନ ଉପରେ ପଥର ମାଡ଼ କରିନଥିଲେ ବରଂ ଏଥିରେ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ଟ୍ରେନଟି ମହାକୁମ୍ଭ ପାଇଁ ଯାଉଥିଲା। ଏହି ମାମଲା ଝାନ୍ସୀ ଡିଭିଜନର ହରପାଲପୁର ଷ୍ଟେଶନରୁ…