ଛଟେଇ କରିବ ମେଟା
ମାର୍କ ଜକରବର୍ଗଙ୍କ କମ୍ପାନି ମେଟା ଆସନ୍ତା ସପ୍ତାହରୁ ଏହାର ଛଟେଇ ଆରମ୍ଭ କରିବ। କମ୍ପାନି ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରିବ ସେମାନଙ୍କୁ ସୋମବାର ସକାଳୁ ଇମେଲ୍ ପଠାଇବ। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅଧିକାଂଶ ଦେଶରେ ମେଟାର କର୍ମଚାରୀମାନେ ଛଟେଇ ହେବେ। ଏକ ରିପୋର୍ଟ ଅନୁଯାୟୀ ମେଟା…