Browsing Tag

#metro tv

ବୁଡ଼ିଗଲା ପର୍ଯ୍ୟଟନ ବୁଡ଼ାଜାହାଜ 6 ମୃତ

ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ ପକ୍ଷରୁ…

ବିଶ୍ୱରେ କୌଣସି ଚାକିରି ରହିବ ନାହିଁ , ଏଆଇ ଏବଂ ରୋବୋଟ୍ ସବୁକିଛି କରିବେ – ଏଲୋନ୍ ମସ୍କ

ଏଲୋନ୍ ମସ୍କ ପୁଣି ଥରେ ସଭିଙ୍କୁ ଚକିତ କରିବା ପରି ଏକ ଭବିଷ୍ୟବାଣୀ କରିଛନ୍ତି। ଏଥର ସେ ଭବିଷ୍ୟବାଣୀ କରିଛନ୍ତି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ନେଇ। ତାଙ୍କ କହିବା କଥା ହେଲା ଏଆଇ ପାଇଁ ଆଗକୁ ଆଉ କାହା ପାଖରେ ଚାକିରି ରହିବ ନାହିଁ। ସେ ବିଶ୍ୱାସ କରନ୍ତି ଯେ ସବୁକିଛି…

କାଲିଠୁ ଅଶଂଘାତ ଡ଼ର

ପୁଣି ଫେରିଲା ତାତି,୩ଟି ସହରରେ ୪୦ଡିଗ୍ରୀ ପାର କଲା ପାରଦ । ୪୧.୪ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଲା ରାଜ୍ୟର ଉତ୍ତପ୍ତ ସହର । ସେହିପରି ହୀରାକୁଦରେ ୪୧.୧ ଏବଂ ସମ୍ବଲପୁରରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ…

ଆଜି ବିଧାନସଭା ଆଗରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ,ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ କରିବା ସହ ଟିୟର ଗ୍ୟାସ ମଧ୍ୟ…

ଆଜି ବିଧାନସଭା ଆଗରେ ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ । ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ କଂଗ୍ରେସ ଆହ୍ୱାନ କ୍ରମେ ଆଜି ହଜାର ହଜାର ଦଳୀୟ କର୍ମୀ ରାଜଧାନୀରେ ଏକତ୍ରୀତ ହୋଇ ବିଧାନସଭା ଘେରିବାକୁ ଯାଉଥିଲେ । ଭିଡ ଏତେ ଥିଲା କି, ପୋଲିସ…

ଆଇପିଏଲ୍‌ରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ

ଆଇପିଏଲ୍‌ରେ ଆଜି ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବା ବେଳେ ସନରାଇଜର୍ସ ପ୍ରଥମ ମ୍ୟାଚରେ ବଡ଼ ବିଜୟ ହାସଲ କରିଥିଲା। ପ୍ୟାଟ୍‌ କମିନ୍‌ସଙ୍କ ନେତୃତ୍ବାଧିକ ସନରାଇଜର୍ସ ହାଇଦରାବାଦ୍‌ ପ୍ରଥମ ମ୍ୟାଚରେ…

ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏପ୍ରିଲ ୧ରୁ ମିଳିବ ମାଣ୍ଡିଆ ଲଡୁ

ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାରଙ୍କ ବଡ଼ ପଦେକ୍ଷପ । ଏପ୍ରିଲ ପହିଲାରୁ ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ । ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ସପ୍ତାହରେ ସୋମବାର,…

ଆଜି କଂଗ୍ରେସର ବିଧାନସଭା ଘେରାଉ

ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କଲେ । ନିଲମ୍ବନ ପରେ ବିଧାନସଭା ଭିତରେ ଓ ବାହାରେ ହାଇଡ୍ରାମା କଲେ । ମାର୍ସଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ବି କଲେ । ଆଉ ଏବେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଆଜି କଂଗ୍ରେସ ବିଧାନସଭା ଘେରାଉ…

ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି ସୂର୍ଯ୍ୟକୁମାର ଯାଦବ

ସୂର୍ଯ୍ୟକୁମାର ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି । ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ ସ୍କାଏ ଟେରାସ୍‌ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ କ୍ଷେତ୍ରଫଳ ପ୍ରାୟ ୪୨୨୨.୭୬ ବର୍ଗଫୁଟ। ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ମୂଲ୍ୟ…

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଛି

ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ନେଇ ଦିଲ୍ଲୀ ପୁଲିସ ମାମଲା ରୁଜୁ କରିଛି। ଡିସିପି ଦେବେଶ କୁମାର ମାହଲାଙ୍କ ନେତୃତ୍ବରେ ଜଣେ ଏସିପି, ପୁଲିସ ଟିମ୍ ଓ କ୍ୟାମେରା ଟିମ୍ ଆଜି ଜଷ୍ଟିସ୍ ବର୍ମାଙ୍କ ବାସଭବନରେ ପହଞ୍ଚି…

ମେଲବର୍ନରେ ଏକ ଲାଇଭ୍‌ ଶୋ’ରେ କାନ୍ଦିଲେ ନେହା କକ୍କର

ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି। ସାରା ବିଶ୍ୱରେ ନେହା ଲାଇଭ୍‌ କନସର୍ଟ କରିଥାନ୍ତି। ହେଲେ ଏବେ ଏକ ଲାଇଭ୍‌ ଶୋ’ରେ ତାଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର…