Browsing Tag

#metro tv

ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି

ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି ।  ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହେବେ  ।   ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ ।   ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେବ।…

ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ

ଓଡ଼ିଶାରେ ଦିନ ତାପମାତ୍ରା ଦୈନିକ ବଢ଼ିବାରେ ଲାଗିଛି। ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସୁବର୍ଣ୍ଣପୁର, ମାଲକାନଗିରି, ବଲାଙ୍ଗିର, କଳାହାଣ୍ଡି ଏବଂ ଗଜପତି ଜିଲାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉଛି। ମଙ୍ଗଳବାର ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୩୯ଡିଗ୍ରୀ ରେକର୍ଡ଼…

ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲ : ନ୍ୟୁଜିଲାଣ୍ଡ୍‌ ଭେଟିବ ଦକ୍ଷିଣ ଆଫ୍ରିକାକୁ

ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଦ୍ବିତୀୟ ସେମିଫାଇନାଲରେ ବୁଧବାର ନ୍ୟୁଜିଲାଣ୍ଡ୍‌ ଭେଟିବ ଦକ୍ଷିଣ ଆଫ୍ରିକାକୁ। ନ୍ୟୁଜିଲାଣ୍ଡ୍‌ ଗ୍ରୁପ୍‌  ‘ଏ’ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ ଆସିଥିବା ବେଳେ ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଟପ୍ପର ଭାବେ ଆତ୍ମବିଶ୍ବାସରେ ରହିଛି। ଗ୍ରୁପ୍ ପର୍ଯ୍ୟାୟର ଶେଷ…

ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା

ବୁଧବାର ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ଡିଗ୍ରୀ ମହାବିଦ୍ୟାଳୟ ଓ ଶିକ୍ଷକ ପ୍ରତିଷ୍ଠାନ ଖୋଲା ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି। ପଞ୍ଚାୟତିରାଜ ଦିବସ ପାଳନ ପାଇଁ ପୂର୍ବ…

ଆଜି ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବେ : ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବତାଙ୍କ ଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ରହିଛନ୍ତି । ମେ’ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଏହି ସମୟ ମଧ୍ୟରେ ଅନେକ ଗ୍ରହ ସହ ବୃହସ୍ପତି ଏକାଠି ହୋଇ ଶୁଭ ଯୋଗ ସୃଷ୍ଟି କରିବେ । ବିଶେଷ କରି ଚନ୍ଦ୍ରମା ଓ ଗୁରୁ ଏକାଠି ହେବା ଦ୍ୱାରା ଅତ୍ୟନ୍ତ…

ଗୁଗୁଲ ମ୍ୟାପ ନେଲେ ଷ୍ଟେସନ ମାଷ୍ଟରଙ୍କ ଜୀବନ

ଗ୍ରେଟର ନୋଏଡ଼ାରେ ଗୁଗୁଲ ମ୍ୟାପ ଯୋଗୁଁ ପୁଣି ଥରେ ଏକ ବଡ଼ ଦୁର୍ଘଟଣା ଘଯିଛି । ଗୁଗୁଲ ମ୍ୟାପକୁ ବିଶ୍ବାସ କରି ଯାତ୍ରା କରୁଥିବା ସମୟରେ ଜଣେ ଷ୍ଟେସନ ମାଷ୍ଟରକଙ୍କ କାର 30 ଫୁଟ ଗଭୀର ଡ଼୍ରେନ ଭିତରକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଷ୍ଟେସନ ମାଷ୍ଟରଙ୍କ ଘଟଣାସ୍ଥଳରେ ମୃତ୍ୟୁ…

୨୦୨୭ ସୁଦ୍ଧା ଏହାକୁ ୨୫ ହଜାରକୁ ବୃଦ୍ଧି କରାଯିବ ଜନଔଷଧୀ କେନ୍ଦ୍ର

ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି ଯେ ଜନଔଷଧୀ କେନ୍ଦ୍ର ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଏକ ଅଭିଯାନ ଉପରେ କାର୍ଯ୍ୟ କରୁଛନ୍ତି। ଆଗାମୀ ଜନଔଷଧୀ ଦିବସ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଜନଔଷଧୀ କେନ୍ଦ୍ରଗୁଡ଼ିକରେ ପାଖାପାଖି ଦୁଇ ହଜାର ଔଷଧ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା , ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ଭାଙ୍ଗିଛନ୍ତି ବାଣୀବିହାର…

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା । ବିକ୍ଷୋଭ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ଭାଙ୍ଗିଛନ୍ତି ବାଣୀବିହାର ଛାତ୍ର । ବିକ୍ଷାଭ ନାଁରେ ଉତ୍ପାତ  କରିଛନ୍ତି ବାଣିବିହାର ଛାତ୍ର । ଜୟ ଭୀମ୍‌ ଛାତ୍ର ସଂଗଠନକୁ ବିରୋଧ କରି ସାମୂହିକ ଭାବେ ଏବିଭିପି, ଛାତ୍ର କଂଗ୍ରେସ ଓ ଅନ୍ୟ ସମସ୍ତ…

ଏକାଠି ନଜର ଆସିଲେ ଦୁଇ ପୁରୁଣା ପ୍ରେମିଯୁଗଳ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ

ଏଚ୍‌ଟିର ଏକ ଆୱାର୍ଡ ଇଭେଣ୍ଟରେ ଏକାଠି ନଜର ଆସିଲେ ଅକ୍ଷୟ କୁମାର-ଶିଳ୍ପା ସେଟ୍ଟୀ 'ଚୁରାକେ ଦିଲ ତେରା' ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ଜିଣିଛନ୍ତି । ଯାହାର ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଦୀର୍ଘ ଦିନ ପରେ ନବେ ଦଶକର ଏହି ହିଟ୍ ଯୋଡ଼ିକୁ ପୁଣିଥରେ ଏକାଠି ଦେଖିବା…

ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି ଅଷ୍ଟ୍ରେଲିଆ

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି ବୋଲିଂରେ ଟିମ୍‌ ଇଣ୍ଡିଆର ବରୁଣ…