Browsing Tag

#metro tv

ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ

ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବକ୍ତବ୍ୟକୁ ସମାଲୋଚନା କରୁଛନ୍ତି। ଏହି କ୍ରମରେ ତୁଳସୀ ପୀଠର ମୁଖ୍ୟ ରାମଭଦ୍ରାଚାର୍ଯ୍ୟ ଏକ ବଡ଼ ବୟାନ ଦେଇଛନ୍ତି।…

ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ

ଆଜି ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ ନା ପ୍ରତ୍ୟାଖ୍ୟାନ କରିବେ ତାହା ଉପରେ…

ସାର୍ବଜନୀନ ହେବନି ରତ୍ନଭଣ୍ଡାର ଚାବି ରିପୋର୍ଟ – ବଦଳିଗଲା ସରକାରଙ୍କ ସ୍ବର

ନିର୍ବାଚନ ସମୟରେ ରତ୍ନଭଣ୍ଡାର ଚାବି ହଜିବାକୁ ପ୍ରସଙ୍ଗ କରି, ବିଜେଡି ଉପରେ ଜୋରଦାର ବର୍ଷୁଥିଲା ବିଜେପି । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଶୀର୍ଷ ନେତାମାନେ, ସରକାରକୁ ଆସିଲେ ରଚ୍ନଭଣ୍ଡାର ଚାବି ଖୋଜି ଆଣିବାକୁ ପ୍ରତିଶ୍ରୁତି ଦେଉଥିଲେ । ହେଲେ ସରକାରକୁ ଆସିବା ପରେ ବିଜେପିର…

ଟୟୋଟାର କାମ୍ରି ହାଇବ୍ରିଡ୍‌ ଇଭି ଉନ୍ନାଚିତ

ମଞ୍ଚେଶ୍ବର ସ୍ଥିତ କ୍ୟାପିଟାଲ୍ ଟୟୋଟାରେ ସମ୍ପୂର୍ଣ୍ଣ ନୂଆ କାମ୍ରି ହାଇବ୍ରିଡ୍‌ ଇଭିକୁ ଉନ୍ମୋଚନ କରାଯାଇଛି। ଗର୍ଗସନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ସତୀଶ ଗର୍ଗ, ଟାୟୋଟା କ୍ୟାପିଟାଲ୍‌ର ଏମ୍‌ଡି ସିଦ୍ଧାର୍ଥ ଗର୍ଗ ଓ ଡିଜିଏମ୍‌ ଚମ୍ପକ କୁମାର ଦାସଙ୍କ ଉପସ୍ଥିତିରେ ୟୁନିୟନ୍ ବ୍ୟାଙ୍କର ଡିଜିଏମ୍‌…

ଅଭିନେତ୍ରୀ ରାନ୍ୟା ରାଓ ଦୁବାଇରୁ ଡ୍ରେସ୍‌ରେ ଲୁଚାଇ ସୁନା ଆଣୁଥିବାବେଳେ ଧରିଲା ପୋଲିସ

କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର…

ତୁଳସୀ ପତ୍ର କଣ ପାଇଁ ଲାଭଦାୟକ ?

ଘରେ ଘରେ ପୂଜିତା । ପବିତ୍ର ଏହାର ପତ୍ରରୁ ମୃତ୍ତିକା ପର୍ଯ୍ୟନ୍ତ । ମୂଳରେ ଏହାର ସବୁ ତୀର୍ଥ । ପୁଣି ପତ୍ରରେ ଦେବତା କରନ୍ତି ବାସ । ପୁରାଣରୁ ଆୟୁର୍ବେଦ, ମଣିଷର ଜନ୍ମରୁ ମୃତ୍ୟୁ ଯାଏଁ ସବୁଠି ଲୋଡ଼ା ତୁଳସୀ ।ସବୁଦିନ ସକାଳେ ତୁଳସୀ ପତ୍ର ଖାଇବାକୁ ଅନେକ ପରାମର୍ଶ ଦେଇଥାନ୍ତି । ତୁଳସୀ ପତ୍ର…

ଦିନିକିଆକୁ ବାଏ ବାଏ କଲେ ଷ୍ଟିଭ୍‌ ସ୍ମିଥ୍

ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ହାରିବା ପରେ ଦଳକୁ ଲାଗିଛି ଝଟ୍‌କା । ଭାରତ ଠାରୁ ୪ ୱିକେଟ୍‌ରେ ହାରିବା ପରେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ୍ । ଏନେଇ ବୁଧବାର ସୂଚନା ଦେଇଛି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ।…

ରୋହିତଙ୍କୁ ‘ମୋଟା’କହିଥିବା କଂଗ୍ରେସ ନେତ୍ରୀ ଜଣାଇଲେ ଶୁଭେଚ୍ଛା

ଆଇସିସି ଚାମ୍ପିୟନ୍ସ ଟ୍ରଫିର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ରୋହିତ ଶର୍ମାଙ୍କୁ ‘ମୋଟା’ ବୋଲି କହିଥିବା କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ ମଧ୍ୟ ଏହି ବିଜୟ ପାଇଁ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ଶମା ମହମ୍ମଦ କହିଛନ୍ତି, ମୁଁ ଫାଇନାଲ…

ଯୋଗୀଙ୍କୁ ବୋମାରେ ଉଡାଇଦେବାକୁ ଧମକ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୋସିଆଲ ମିଡିଆରେ ଧମକର ଏହି ଭାଇରାଲ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି , 5 ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ

ଆଜି ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀ ବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିପହର ଧୂପ ସରିବା ପରେ ଦତ୍ତ…