ନାଗରିକତା ସମ୍ବନ୍ଧରେ ସୋନିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି
ସୋନିଆ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି । ରାଉସ ଆଭେନ୍ୟୁ କୋର୍ଟ ନାଗରିକତା ସମ୍ବନ୍ଧରେ ତାଙ୍କୁ ନୋଟିସ ପଠାଇଛନ୍ତି । ଭାରତୀୟ ନାଗରିକ ହେବା ପୂର୍ବରୁ୧୯୮୦ମସିହାରେ ସେ କିପରି ଭୋଟର…