Browsing Tag

#metro tv

ଆମେରିକାରେ ଝଡ଼ ବର୍ଷା ସହ ବନ୍ୟା, ଛଅ ମୃତ

ଆମେରିକାରେ ପ୍ରକୃତିର ତାଣ୍ଡବ । ଝଡ଼ ବର୍ଷା ସହ ବନ୍ୟା ଇଣ୍ଡିଆନାକୁ ନଷ୍ଟ କରିଦେଇଛି। ଯେଉଁଥିରେ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଇଣ୍ଡିଆନାପୋଲିସର ହ୍ୱାଇଟ୍ ନଦୀ ସର୍ବୋଚ୍ଚ ବନ୍ୟା ସ୍ତରକୁ ପହଞ୍ଚିଛି। ରାଜ୍ୟ ରାଜଧାନୀ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା କମିବ ବୋଲି ଆଶା…

ମହାନ ଫୁଟବଲରଙ୍କ କ୍ରିଷ୍ଟିଆନୋ ରୋନାଲ୍ଡୋ ଙ୍କ କ୍ୟାରିଅର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି,ଏନେଇ ଦେଲେ ସଙ୍କେତ

ଖୁବ୍ ଶୀଘ୍ର ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ । ପର୍ତ୍ତୁଗାଲର ଏହି ମହାନ ଫୁଟବଲରଙ୍କ କ୍ୟାରିଅର ଖୁବ୍ ଶୀଘ୍ର ଅନ୍ତ ହେବାକୁ ଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ରୋନାଲ୍ଡୋ । ତାଙ୍କୁ ଷ୍ଟାଡିୟମରେ ଆଉ ମାତ୍ର ଅଳ୍ପ ଦିନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ୨୦୨୬-୨୭ପରେ ସେ…

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଘୋଷଣା କଲେ ନିଜର ନୂଆ ଟିମ୍ ,ବିନୋଦ ତାୱଡେ ଏବଂ ସ୍ମୃତି ଇରାନୀଙ୍କୁ…

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି । ନୂଆ ରାଷ୍ଟ୍ରୀୟ ଟିମରେ ବହୁ ବରିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପାର୍ଟି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ ଏବଂ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ସମେତ ବିଭିନ୍ନ…

ଶ୍ରାବଣ ୩ୟ ସୋମବାରରେ ଅଘଟଣ, ଦଳାଚକଟାରେ 7 କାଉଡ଼ିଆଙ୍କ ମୃତ୍ୟୁ ଓ ଅନେକ ଆହତ

ଶ୍ରାବଣ ୩ୟ ସୋମବାରରେ ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି । ଏଠାରେ ବର୍ଷକୁ ଥରେ ଖୋଲୁଥିବା ନାଗଚନ୍ଦ୍ରେଶ୍ବର ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାରି ଭିତରେ ମନ୍ଦିର ପରିସରରେ ଦଳାଚକଟା ସ୍ଥିତି ଦେଖାଦେଇଛି । ହରସିଦ୍ଧି ମନ୍ଦିର…

୨୦୩୬ ସୁଦ୍ଧା ୨୦ ଟ୍ରିଲିୟନ ଡଲାର ରେ ପହଞ୍ଚିବ ଭାରତର ଅର୍ଥନୀତି

୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିୟନ ଡଲାର ଅର୍ଥନୀତି ପାଲଟିବାର ସମ୍ଭାବନା ରହିଛି। ଆବଶ୍ୟକ ଆର୍ଥିକ ସୁଧାର ଓ ଦ୍ରୁତ ଅଭିବୃଦ୍ଧି ଧାରାକୁ ଜାରି ରଖିପାରିଲେ ଏଭଳି ମହତ୍ବାକାଂକ୍ଷୀ ଲକ୍ଷ୍ୟ ପୂରଣ ହୋଇପାରିବ। ଦେଶର ଟଙ୍କା ଆଧାରିତ ଆର୍ଥକ ବୃଦ୍ଧି ୧୪.୨% ଏବଂ ପ୍ରତିବର୍ଷ ଟଙ୍କା ମୂଲ୍ୟରେ ୩ରୁ…

ପୁରୀରେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର,ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି

ପୁରୀରେ ବିନୟତୋଷ ମିଶ୍ର। ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ…

ହୀରାକୁଦର ୭ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ,ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ…

ହୀରାକୁଦର ୭ ଗେଟ୍ ଖୋଲା। ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଜଳସ୍ତର ବୃଦ୍ଧି ଯୋଗୁ ହୀରାକୁଦର ଆଉ ୫ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୮.୭୭ ଫୁଟ ରହିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା…

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର, ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼। ବୋଲବମ୍ ହର ହର ବମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ। ଜଳଲାଗି ପାଇଁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ। ଶୈବପୀଠରେ ଜଳଲାଗି କରିବାକୁ କାଉଡିଆଙ୍କ ପ୍ରବଳ ସମାଗମ ହୋଇଛି। ଲିଙ୍ଗରାଜ…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ: ଘର ନିର୍ମାଣ କିମ୍ବା ସଜାଣିରେ ନୂଆ ଯୋଜନା କରିପାରନ୍ତି । ଅତିରିକ୍ତ ଆୟର ସୁଯୋଗ ମିଳିପାରେ । ଜୀବନସାଥୀଙ୍କ କାର୍ଯ୍ୟରେ ଅଧିକ ହସ୍ତକ୍ଷେପ ନକରନ୍ତୁ । ଅଟକିଥିବା କାମ ଶେଷ ହେବ । ବୃଷ: ବ୍ୟବସାୟରେ ଉନ୍ନତି ହେବ । ପରିବାରରେ ବୁଝାମଣା ବଢ଼ିବ । ବୟସ୍କଙ୍କ ଆଶୀର୍ବାଦ ମିଳିବ ।…

ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍,୪୨ ହଜାର ୬୦୦ ଲୋକ ସ୍ଥାନାନ୍ତରିତ

ବାଲେଶ୍ଵର ଜିଲ୍ଲାରେ ଲଗାଣ ବର୍ଷାରେ ବେହାଲ୍ ସମସ୍ତ ବ୍ଲକ୍ । ବାଲେଶ୍ଵର ଜିଲ୍ଲାର ୧୨ ଟି ବ୍ଲକ୍ ମଧ୍ୟରୁ ଭୋଗରାଇ , ଜଳେଶ୍ୱର, ବାଲିଆପାଳ, ବସ୍ତା,ସଦର,ରେମୁଣା ଓ ବାହାନଗା ବ୍ଲକ୍ ପ୍ରଭାବିତ ହୋଇଛି । ସେଥି ମଧ୍ୟରୁ ୯୬ଟି ପଞ୍ଚାୟତ ୪୪୬ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ସେହିଭଳି…