Browsing Tag

#metro tv

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି, କିନ୍ତୁ ଏକ ସର୍ତ୍ତ ସହିତ। ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା…

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଛାତ୍ରଛାତ୍ରୀଙ୍କ ପାଇଁ ନିୟମ କଡାକଡି କଲା ସିବିଏସି । ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ଦେଇପାରିବେନି  ପରୀକ୍ଷା । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଡେଡଲାଇନ ସ୍ଥିର କଲା…

ଏହି ରୋଗୀଙ୍କ ଅନ୍ତନଳୀକୁ ଖରାପ କରିପାରେ ପିଜୁଳି , ଜାଣନ୍ତୁ କାହିଁକି

ପିଜୁଳି କେବଳ ଏକ ଫଳ ନୁହେଁ ବରଂ ଏକ ସୁପରଫୁଡ୍, ଯାହା ଅନେକ ସ୍ୱାସ୍ଥ୍ୟ ଉପକାରିତାରେ ପରିପୂର୍ଣ୍ଣ । ଏଥିରେ ଭିଟାମିନ୍ C, ଡାଏଟାରୀ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଏବଂ ଏଥିରେ ପୋଟାସିୟମ, ଭିଟାମିନ୍ A ଏବଂ ଅତ୍ୟାବଶ୍ୟକ ମିନେରାଲସ ମଧ୍ୟ ଥାଏ ଯାହା ହୃଦୟ ସ୍ୱାସ୍ଥ୍ୟ, ଗ୍ଲୋଇଂ…

କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଏବଂ ବରିଷ୍ଠ ନେତା ଭୂପେନ କୁମାର ବୋରାହ

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ କଂଗ୍ରେସକୁ ଝଟକା ଲାଗିଛି। ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଏବଂ ବରିଷ୍ଠ ନେତା ଭୂପେନ କୁମାର ବୋରାହ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ୩୨ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ପରେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ବୋରାହ…

ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ,7 ମୃତଦେହ ଉଦ୍ଧାର

ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ । ନିଆଁରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ହେଲେ ଦୁଇଜଣ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି । ଘଟଣା ସମୟରେ କାରଖାନାରେ ପ୍ରାୟ ୨୫ ଜଣ ଶ୍ରମିକ କାମ କରୁଥିଲେ । ଆଜି  ସକାଳ ପ୍ରାୟ…

ଟି-୨୦ ବିଶ୍ୱକପ: ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି

ଟି-୨୦ ବିଶ୍ୱକପରେ ଭାରତ ତାର ଚୀର ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନକୁ ପରାଜିତ କରିଛି । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୦ ରନରେ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୭୫ ରନ୍ କରିଥିଲା । ୧୭୬ ରନର ପିଛା କରି ଦ୍ୱିତୀୟ ଇନିଂସରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର…

ଆଜି ହେବ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ

ଘରେ ଘରେ ପରିଚିତ ‘ଫୁର୍‌‌ରୁକିନା ଉଡ଼ିଗଲା ବଣି’ ଗୀତର ଗୀତା ଆଉ ନାହାନ୍ତି। ତାଙ୍କ ଜୀବନପକ୍ଷୀ ଉଡ଼ିଯାଇଛି ଆରପାରିକୁ। ସ୍କୁଲପାଠ ସମୟରୁ ସିନେମାରେ ନାୟିକାଙ୍କ ପାଇଁ ସିଏ ଗୀତ ଗାଇଥିଲେ, ଜୀବନକାଳ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆକାଶବାଣୀର ‘ଟପ୍‌‌ଗ୍ରେଡ୍‌‌’…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଯାତ୍ରା ଲାଭଦାୟକ ହେବ । କିଛି କାମ ସୌଭାଗ୍ୟବଶତଃ ସମ୍ପନ୍ନ ହେବ । ଅଟକି ରହିଥିବା କାମ ପୁଣି ଥରେ ଆରମ୍ଭ ହେବ । ସ୍ୱାସ୍ଥ୍ୟ ଉଷ୍ଣ। ପ୍ରେମ ସମ୍ପର୍କରେ ପରିସ୍ଥିତି ଭଲ ଅଛି । ବ୍ୟବସାୟ ଭଲ ଚାଲିଛି । ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ପାଖରେ ଏକ ତମ୍ବା ଜିନିଷ ରଖନ୍ତୁ ।…

ଭାରତ-ପାକ ଲଢେଇ, ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ

ଭାରତ-ପାକ ମଧ୍ୟରେ କଲମ୍ବୋ ପ୍ରେମଦାସା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଏହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ । ୬.୩୦ ଟସ୍ ପଡିଛି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ପାକିସ୍ତାନ । ତେଣୁ ଭାରତ ବ୍ୟାଟିଂ କରିବ । ଏଥର ବି ହାତ ମିଶାଇଲେନି ଦୁଇ…

“ହୀର ରାଞ୍ଝା” ଫିଲ୍ମ ଆଣୁଛନ୍ତି ଇମତିଆଜ୍ ଅଲି

ଇମତିଆଜ୍ ଅଲି ହିନ୍ଦୀ ସିନେମାକୁ ଏବେ କିଛି ସୁନ୍ଦର ଲଭଷ୍ଟୋରୀ ଦେଇଛନ୍ତି । ପୂର୍ବରୁ “ଜବ୍ ୱି ମେଟ୍” ଏବଂ “ଲୈଲା ମଜନୁ” ଭଳି ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିଲେ ଇମତିଆଜ୍ ଅଲି । ସେ ଏବେ ଦର୍ଶକଙ୍କ ପାଇଁ ଆଉ ଏକ ଲଭଷ୍ଟୋରୀ ଆଣିଛନ୍ତି ଏବଂ ଏକତା କପୁରଙ୍କ ସହିତ ହାତ ମିଳାଇଛନ୍ତି…