ସେନସେକ୍ସ ୧,୨୬୪ ପଏଣ୍ଟ ବୃଦ୍ଧି ପାଇ ୭୮,୧୧୧ରେ ବନ୍ଦ ହୋଇଛି
ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧,୨୬୪ ପଏଣ୍ଟ (୧.୬୪%) ବୃଦ୍ଧି ପାଇ ୭୮,୧୧୧ରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୮୯ ପଏଣ୍ଟ (୧.୬୩%) ବୃଦ୍ଧି ପାଇ ୨୪,୨୩୧ରେ ପହଞ୍ଚିଛି। ଆଜିର କାରବାରରେ ଅଟୋ, ଆଇଟି, ଧାତୁ ଏବଂ ରିଅଲ୍ ଇଷ୍ଟେଟ୍ ଷ୍ଟକ୍ରେ…