Browsing Tag

#metro tv

ଅଭିଷେକଙ୍କ ପରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ,ଲିସ ଷ୍ଟେସନ ସାମ୍ନାରେ କଲ୍ୟାଣ ବାନାର୍ଜୀଙ୍କ ଉପରେ…

ପଶ୍ଚିମବଙ୍ଗରେ ପୁଣି ଜଣେ ଟିଏମସି ସାଂସଦଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ହୁଗୁଲି ସ୍ଥିତ ଚଣ୍ଡିତଲା ପୋଲିସ ଷ୍ଟେସନ ସାମ୍ନାରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଛି । ଟିଏମସି ସାଂସଦ କହିଛନ୍ତି, ବିଜେପି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କ…

ପ୍ୟାରିସ୍ ସେଣ୍ଟ-ଜର୍ମେନ୍ ର ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ମ୍ୟାଚ୍‌ ପରେ ସହରରେ ହିଂସା,୫୦ ଜଣଙ୍କୁ ହେପାଜତକୁ ନେଇଛି…

ପ୍ୟାରିସ୍ ସେଣ୍ଟ-ଜର୍ମେନ୍ (PSG)ର ଚାମ୍ପିଅନ୍ସ ଲିଗ୍ ଟାଇଟଲ୍ ମ୍ୟାଚ୍‌ ପରେ ସହରରେ ହିଂସା। ଶନିବାର ରାତିରେ ପ୍ୟାରିସରେ କିଛି ବିଶୃଙ୍ଖଳାକାରୀଙ୍କ ବ୍ୟାପକ ଭଙ୍ଗାରୁଜା, ଢେଲାପଥର ମାଡ଼ କରିଛନ୍ତି।  ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ୟାରିସ୍ ପୋଲିସ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି।…

ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ,ମୁଖ୍ୟ ଲକ୍ଷ୍ୟ ‘JAI’ ଭିଜନ୍

ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ । ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇେଛନ୍ତି । ଗତକାଲି ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜେନେରାଲ୍ ରାଜା ସୁବ୍ରମଣୀ ଦାୟିତ୍ୱ ନେଇଛନ୍ତି । ଗତ ୯ ତାରିଖରେ…

ଆଜି ଦେଖାଯିବ “ବ୍ଲୁ ମୁନ୍”

୩୧ ମେ ୨୦୨୬ରେ ଅତ୍ୟନ୍ତ ବିଶେଷ ଏବଂ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଯାହାକୁ "ବ୍ଲୁ ମୁନ୍" ଭାବରେ ଜଣାଯାଏ । ଯଦି ଆପଣ ଏହି ଅନନ୍ୟ ଘଟଣା ଦେଖିବାକୁ ଉତ୍ସାହିତ ଅଛନ୍ତି , ତେବେ ଏହା ସହିତ ଜଡିତ ସମସ୍ତ ବିବରଣୀ ଏଠାରେ ପଢିବାକୁ ନିଶ୍ଚିତ କରନ୍ତୁ। ବ୍ଲୁ ମୁନ୍ କ'ଣ ? ଲୋକମାନେ…

ଉତ୍ତରାଖଣ୍ଡରେ ପାଗରେ ପରିବର୍ତ୍ତନ,ତିନି ତୀର୍ଥଯାତ୍ରୀ ମୃତ,ସ୍ଥଗିତ ରହିଲା ତୀର୍ଥଯାତ୍ରା

ରବିବାର ଉତ୍ତରାଖଣ୍ଡରେ ପାଗରେ ପରିବର୍ତ୍ତନ ହୋଇଛି । ହଠାତ୍ ସେଠାରେ ଦେଖାଯାଇଥିବା ପାଗ ପରିସ୍ଥିତି ପର୍ବତଠାରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ସବୁକିଛି ଥରାଇ ଦେଇଥିଲା। କେଦାରନାଥ ଧାମରେ, ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତିନି ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏବେ ତୀର୍ଥଯାତ୍ରା…

ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ ,ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ କଡ଼ା ଟକ୍କର

ଆଜି ଆଇପିଏଲ ୨୦୨୬ର ମହାସଂଗ୍ରାମ । ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ କଡ଼ା ଟକ୍କର । ଅହମ୍ମଦାବାଦରେ ଖେଳାଯିବ ମ୍ୟାଚ । କ୍ୱାଲିଫାୟର୍-୧ରେ ଗୁଜରାଟକୁ ହରାଇ RCB ସିଧାସଳଖ ଫାଇନାଲରେ ପହଞ୍ଚିଥିବା ବେଳେ ଥିବା ବେଳେ, କ୍ୱାଲିଫାୟର୍-୨ରେ ଶୁବମନ ଗିଲଙ୍କ ଶତକ…

୨ ତାରିଖ ଯାଏ ତାତି କମ୍ ରହିବ ,କିନ୍ତୁ ୩ ତାରିଖଠାରୁ ପୁଣି ତାପମାତ୍ରା ବଢିବ

ରାଜ୍ୟରେ ଆହୁରି ୪ ଡିଗ୍ରୀ ଖସିପାରେ ତାପମାତ୍ରା । ୨ ତାରିଖ ଯାଏ ତାତି କମ୍ ରହିବ। କିନ୍ତୁ ୩ ତାରିଖଠାରୁ ପୁଣି ତାପମାତ୍ରା ବଢିବ। ଏହି ସମୟରେ ତାତି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା…

ଆଜିର ରାଶିଫଳ

ମେଷ: ଶୀଘ୍ର ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ, ନଚେତ୍ ବ୍ୟବସାୟରେ କ୍ଷତି ହୋଇପାରେ ଏବଂ ଆପଣଙ୍କୁ ଉପରିସ୍ଥ ଅଧିକାରୀଙ୍କଠାରୁ ଭର୍ତ୍ସନା ହୋଇପାରେ । ଆପଣଙ୍କୁ କାର୍ଯ୍ୟସ୍ଥଳରେ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଛାତ୍ରମାନଙ୍କ ପାଇଁ ଏହା ଏକ ଭଲ ସମୟ । ବୃଷ: ଚାକିରିରେ…

ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ,ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ

ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।  ଦାବି ପୂରଣ ପାଇଁ ୧୦ ଦିନର ମହଲତ ।  ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ ।  ଗଡିବ ନାହିଁ ବସ। ବସ ଭଡ଼ା ବୃଦ୍ଧି ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ବାବଦରେ ବେଶ୍ ପ୍ରାଇଜ ବୃଦ୍ଧି କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା…

ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ କ୍ରମେ ସମ୍ବଲପୁର ଜିଲ୍ଲା ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାର ସର୍ବମୋଟ ୨୧ଟି କମିଟିଙ୍କୁ ୧ କୋଟି…