ବଢିଲା ସ୍ମାର୍ଟଫୋନ୍ ଦାମ୍, ଜାଣନ୍ତୁ କାହିଁକି ବଢ଼ୁଛି ସ୍ମାର୍ଟଫୋନ୍ ଦାମ୍ ?
ଯଦି ଆପଣ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତା’ ହେଲେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। କାରଣ ଅନେକ ବଡ଼ ସ୍ମାର୍ଟଫୋନ୍ କମ୍ପାନି ସେମାନଙ୍କର ଲୋକପ୍ରିୟ ମଡେଲର ଦାମ୍ ବଢ଼ାଇଛନ୍ତି। ଏଥିରେ ଓ୍ବାନପ୍ଲସ, ରିୟଲମି, ରେଡମୀ ଏବଂ ନଥିଂ ଭଳି ସାମିଲ ଅଛନ୍ତି।…