ଆଇପିଏଲର ୪୪ତମ ମ୍ୟାଚ୍ପ , ଞ୍ଜାବ କିଙ୍ଗ୍ସକୁ ୧୬୩ ରନ୍ରେ ଅଟାଇଛି ଗୁଜରାଟ ଟାଇଟନ୍ସ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ଶକ୍ତିଶାଳୀ ବିବେଚିତ ପଞ୍ଜାବ କିଙ୍ଗ୍ସକୁ ଆଜି ୧୬୩ ରନ୍ରେ ଅଟାଇଛି ଗୁଜରାଟ ଟାଇଟନ୍ସ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍ ଜିଣି ଗୁଜରାଟ ସଫଳ ରଣନୀତି ପ୍ରସ୍ତୁତ କରି ପଞ୍ଜାବକୁ ବଡ଼ ସ୍କୋର…