ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ,୧୦ ମୃତ ୯ ଆହତ
ବାଂଲାଦେଶର କକ୍ସ ବଜାର ଜିଲ୍ଲାରେ ଏକ ସିସାଇଡ ରିସାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାରେ ତିନିମହଲା ବିଶିଷ୍ଟ ରିସୋର୍ଟଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି ।…