Browsing Tag

#metro tv

ଆଜିର ରାଶିଫଳ

ମେଷ: ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟ ଲାଭ ଆଣିବ । ସମାଜରେ ଆପଣଙ୍କର ଖ୍ୟାତି, ସମ୍ମାନ ଏବଂ ସମ୍ମାନ ବୃଦ୍ଧି ପାଇବ । ସରକାରୀ କାମରେ ଆପଣଙ୍କୁ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ନିରାଶାଜନକ ହେବ । ଆପଣଙ୍କୁ ଆପଣଙ୍କ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିବ, ନଚେତ୍ ଆପଣଙ୍କର ପାଚନ…

ଦିଲ୍ଲୀଠାରେ ଅନୁଷ୍ଠିତ “ଏଆଇ ସମିଟ୍‌”ରେ କଂଗ୍ରେସର ଅପମାନଜନକ ପ୍ରଦର୍ଶନ ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ରାହୁଲ ଗାନ୍ଧୀଙ୍କ ରାଜନୀତି ଅତି ନିଚ୍ଚସ୍ତରକୁ ଖସିଯାଇଛି । ବିଶ୍ୱର ସର୍ବବୃହତ ଏଆଇ ଇମ୍ପାକ୍ଟ ସମିଟ ଭାରତରେ କରାଯିବା ସବୁ ଭାରତୀୟ ପାଇଁ ଗର୍ବର ବିଷୟ । ମାତ୍ର ଏହି ସମ୍ମିଳନୀ ଚାଲିଥିବାବେଳେ ରାହୁଲ ଗାନ୍ଧୀଙ୍କ ଇଙ୍ଗିତରେ କଂଗ୍ରେସ କର୍ମୀମାନେ ରାଜନୈତିକ ପୋଷ୍ଟର ଧରି ଅଭଦ୍ରାମୀ…

ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି : ମନମୋହନ ସାମଲ

ସମୁଦାୟ ବଜେଟରେ “ସମୃଦ୍ଧ ଓଡିଶା, ବିକଶିତ ଓଡିଶା”କୁ ଗୁରୁତ୍ୱ ଦିଆଯାଇଛି । ବଜେଟରେ “ସମୃଦ୍ଧ ଓଡିଶା” ଗଠନ ପାଇଁ ବିଜେପିର ପ୍ରତିବଦ୍ଧତା ସ୍ପଷ୍ଟ ପ୍ରତିଫଳିତ ହେଉଛି । କୃଷି, ପର୍ଯ୍ୟଟନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, କ୍ରୀଡା, ଦକ୍ଷତା ବିକାଶ, ଖାଦ୍ୟ…

ଇରାନକୁ ଦଶ ଦିନର ମହଲତ ଦେଲେ ଟ୍ରମ୍ପ

ଆମେରିକା ଏବଂ ଇରାନ ମଧ୍ୟରେ ଏବେ ସୁଦ୍ଧା ଦୁଇଟି ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଥମ ଓମାନରେ ଏବଂ ଦ୍ୱିତୀୟଟି ଜେନେଭାରେ । କୌଣସି ବୈଠକର କୌଣସି ଫଳାଫଳ ମିଳିନାହିଁ । ଉଭୟ ଦେଶ ନିଜ ନିଜ ସର୍ତ୍ତରେ ଅଟଳ ରହିଛନ୍ତି । ଏହି ସମୟରେ, ପିସ୍ ବୋର୍ଡର ଉଦଘାଟନୀ ସମାରୋହ ଆମେରିକାର ରାଜଧାନୀ…

ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଗୁଟେରେସ ଏଆଇ ସମ୍ମିଳନୀ ୨୦୨୬ ରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ପୂର୍ବରୁ ଗୁଟେରସ ବିଶ୍ୱର ମଙ୍ଗଳ ପାଇଁ ଏବଂ ମାନବଜାତି ସାମ୍ନା କରୁଥିବା ଚ୍ୟାଲେଞ୍ଜକୁ ହ୍ରାସ…

‘ଟକ୍ସିକ୍’ର ଟିଜର ରିଲିଜ୍

ଆକ୍ସନ-ଆଡଭେଞ୍ଚର କନ୍ନଡ଼ ଫିଲ୍ମ ‘ଟକ୍ସିକ୍’ର ଟିଜର ଆଜି ରିଲିଜ୍ ହୋଇଛି । ଏହି ଟିଜରକୁ ଦେଖିବା ପରେ ଏମିତି ମନେ ହେଉଛି ଯେପରି ସୁପରଷ୍ଟାର ୟଶ ତାଙ୍କ ଫ୍ୟାନ୍ସଙ୍କୁ ଇମ୍ପ୍ରେସ୍ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି  । ଏହି ଟିଜର ରିଲିଜ ହେବା ପରେ ଅଭିନେତାଙ୍କ ଟକ୍ସିକ୍ ଲୁକ୍ ଏବଂ…

ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ହିଁ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡିତ ବିକାଶ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବିକାଶ ପ୍ରକଳ୍ପ ପାଇଁ ହଜାରେ କୋଟି ଟଙ୍କା ବ୍ୟୟ ବରାଦ…

ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର ପାଇଁ ଅର୍ଥନୈତିକ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪…

୨୦୨୬-୨୭ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ

୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୩ ଲକ୍ଷ ୧୦ ହଜାର କୋଟିି ବଜେଟ୍‌ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଜପା ସରକାର ଆସିବା ପରେ ରାଜ୍ୟରେ ଅନେକ କିଛି ପରିବର୍ତ୍ତନ ଘଟିଛି।…

ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସ୍ବୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ମାଟ୍ରିକ୍ ପରୀକ୍ଷାରେ ୧୨ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସ୍ବୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଲେ, ଏ ବିଷୟରେ ତର୍ଜମା କରାଯାଉଛି । କାହିଁକି ଅନୁପସ୍ଥିତ ରହିଲେ ସେନେଇ ତର୍ଜମା କରାଯାଉଛି । ଅନେକ ବ୍ୟକ୍ତିଗତ କାରଣରୁ ପରୀକ୍ଷା…