Browsing Tag

#metro tv

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା

ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ।  ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ । ଆସନ୍ତା ୨୪ ଘଣ୍ଟା ପରେ…

ଫଟୋର ବାସ୍ତୁ ନୀତି, ସଠିକ୍ ଦିଗ ଏବଂ ଲାଭ ବିଷୟରେ ଜାଣିବା

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କାନ୍ଥରେ ଲଗାଯାଇଥିବା ଫଟୋଗୁଡିକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଫଟୋଗୁଡିକ କେବଳ ଘରର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡେ । ଯାହା ସୁଖ, ସମୃଦ୍ଧି,ଧନ ଏବଂ ଶାନ୍ତି ଆଣିଥାଏ । ଜଳପ୍ରପାତ, ୭ଟି ଘୋଡା,…

ଇସ୍ତଫା ଦେଲେ ଇଣ୍ଡିଗୋ ଏୟାର ଲାଇନ୍ସର ସିଇଓ

ଇଣ୍ଡିଗୋ ଏୟାରଲାଇନ୍ସ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଡିସେମ୍ବର ମାସରେ ଏୟାରଲାଇନ୍ସର ସଞ୍ଚାଳନ ସମସ୍ୟା ଉପୁଜିବା ପରେ ଏହା ପ୍ରଥମ ବଡ଼ ପଦକ୍ଷେପ। ଏହି ସମସ୍ୟା ଯୋଗୁ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ବେଳେ ଏହା…

ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି ,ଚିନ୍ତିତ ନ ହେବାକୁ ପରାମର୍ଶ- ଓଡ଼ିଶା ସରକାର

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ ଭାରତର ପ୍ରତିଟି ନାଗରିକଙ୍କ ହାଣ୍ଡିଶାଳ ଉପରେ ପଡ଼ିଲାଣି।ହର୍ମୁଜ ଜଳମାର୍ଗରେ ଇନ୍ଧନ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରଭାବରେ ଭାରତରେ ରନ୍ଧନ ଗ୍ୟାସ ଅଭାବ ପରିଲଖିତ ହୋଇଛି। ସ୍ଥିତିର ମୁକାବିଲା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଏମସା ଲାଗୁ…

ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା

ବିଜେଡିରୁ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ।  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ।  ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ଜେନା ।  କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି…

ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ

ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା । ୨ ରୁ ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ । ଗତ ୨୪ ଘଣ୍ଟା ମଧ୍ୟରେ ୩୭.୬ ଡିଗ୍ରୀ ସେଲସିୟସ ସହ…

ଏହି କାରଣରୁ ମଞ୍ଚ ଉପରେ ହଠାତ୍‌ କାନ୍ଦି ଉଠିଲେ ଭାରତୀୟ ସଙ୍ଗୀତ ଶିଳ୍ପର ସବୁଠାରୁ ପ୍ରଶଂସନୀୟ ଗାୟିକା ସୁନିଧି ଚୌହାନ

ସୁନିଧି ଚୌହାନ ଭାରତୀୟ ସଙ୍ଗୀତ ଶିଳ୍ପର ସବୁଠାରୁ ପ୍ରଶଂସନୀୟ ଗାୟିକାମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ ଭାରତର ଶକିରା ଭାବରେ ଜଣାଯାଏ। ତାଙ୍କର ଗୀତ ଗାଇବା ଶୈଳୀ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରେ। ତାଙ୍କ କନ୍ସର୍ଟରେ ମଧ୍ୟ ପ୍ରଶଂସକଙ୍କ ଭିଡ଼ ଜମେ। ନିକଟରେ ସୁନିଧି ଲକ୍ଷ୍ନୌରେ ଏକ ଲାଇଭ…

ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ, ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ବନ୍ଦ ରହିବ ରେଷ୍ଟୁରାଣ୍ଟ

ଦେଶ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁଁ ଏଲ୍‌ପିଜି ସିଲିଣ୍ଡରର ଅଭାବ ଦେଖାଦେଇଛି। ଆଉ ଏହାର ସିଧାସଳଖ ପ୍ରଭାବ ହୋଟେଲ ଶିଳ୍ପ ଉପରେ ପଡ଼ିଛି ।  ସ୍ଥିତି ନସୁଧୁରିଲେ, ୨ ଦିନ ଭିତରେ ବଡ଼ ବଡ଼ ସହରରେ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ । କମର୍ସିଆଲ୍ ଗ୍ୟାସ୍ ଯୋଗାଣ ଉପରେ ରୋକ୍‌ ଏବଂ ଡେଲିଭରିରେ ବିଳମ୍ବ ଯୋଗୁଁ…

ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ – ଇରାନ

ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଦୃଢ଼ ଜବାବ। ଯଦି ଆକ୍ରମଣ ଜାରି ରହେ ତେବେ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଗୋଟିଏ ଲିଟର ବି ତେଲ କେହି ନେଇପାରିବେ ନାହିଁ ବୋଲି କହିଲା ଇରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଷ୍ଟ୍ରେଟ୍ ଅଫ୍ ହରମୁଜକୁ କବ୍‌ଜା କରିବା ନେଇ ବୟାନ ଦେବା ପରେ ଇରାନ ପକ୍ଷରୁ…

ଯୁଦ୍ଧ ପ୍ରଭାବିତ ଦେଶରେ ଫସିଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନବୀନ କଲେ ନିବେଦନ

ଯୁଦ୍ଧ ପ୍ରଭାବିତ ଦେଶରେ ଫସିଥିବା ଓଡ଼ିଆ ମାନଙ୍କୁ ଫେରାଇ ଆଣିବାକୁ ନବୀନ କଲେ ନିବେଦନ । କହିଲେ, ମଧ୍ୟପ୍ରାଚ୍ୟ ଦେଶ ଗୁଡିକରେ ଲକ୍ଷ ଲକ୍ଷ ଓଡ଼ିଆ ଲୋକ ଫସି ରହିଛନ୍ତି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ । ନବୀନ…